ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି। ଶିଳ୍ପା ନିଜର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ବର୍ତ୍ତମାନ ଶିଳ୍ପାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟିକଟକ୍ ଭିଡିଓରେ ଶିଳ୍ପା ସେଟ୍ଟୀ ନିଆରା ଢଙ୍ଗରେ ପତିମାନଙ୍କୁ ଉଚିତ୍ ଜବାବ୍ ଦେଉଥିବାର ନଜର ଆସିଛନ୍ତି। ଶିଳ୍ପାଙ୍କର ଏହି ନିଆରା ଅନ୍ଦାଜ୍ ଫ୍ୟାନ୍ସମାନେ କେବେ ବି ଦେଖିନଥିବେ।
ଶିଳ୍ପା ଏହି ଭିଡିଓରେ ବଡ ବିନ୍ଦି ଏବଂ ମୁଣ୍ଡରେ ଓଢଣା ଦେଇ ବସିଛନ୍ତି। ଏହି ଭିଡିଓରେ ଶିଳ୍ପା କହିଛନ୍ତି, ଯେଉଁ ଲୋକମାନେ ନିଜ ପତ୍ନୀଙ୍କୁ ବୋଝ ବୋଲି ଭାବୁଛନ୍ତି, ମୁଁ ସେମାନଙ୍କୁ ଏହା କହିବାକୁ ଚାହୁଁଛି କି ଏହି ବୋଝ ନିଜେ ଚାଲି ଆସିନଥିଲା। ଆପଣ ନିଜେ ଆଣିବା ପାଇଁ ବ୍ୟାଣ୍ଡ ବାଜା ନେଇ ଯାଇଥିଲେ। ଶିଳ୍ପାଙ୍କର ଏହି ଭିଡିଓରେ ଫ୍ୟାନ୍ସମାନେ ଖୁବ୍ କମେଣ୍ଟ କରିଛନ୍ତି। ୟୁଜର୍ସମାନେ କମେଣ୍ଟରେ ଲେଖିଛନ୍ତି, ଆପଣ ବିଲକୁଲ୍ ଠିକ୍ କହିଛନ୍ତି ମ୍ୟାମ୍। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଗୁଡ୍ ଓ୍ଵାନ।
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…