Categories: ମନୋରଂଜନ

ଦେଖନ୍ତୁ ଏହି ଭିଡିଓ: କାଟ୍ରିନା କୈଫ୍‌ ଭଳି ଦେଖିବାକୁ ଏହି ଯୁବତୀ, TikTok ରେ କରୁଛନ୍ତି ଧମାଲ୍‌

ଟିକଟିକ୍‌ ରେ ଜଣେ ଯୁବତୀ ବହୁତ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କର ନାଁ ଏଲିନା ରାୟ । ସେ ନିଜର ଟିକଟକ୍‌ ଭିଡିଓରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ନିଜ ଚେହେରାକୁ ନେଇ ଏଲିନା ଟିକଟକରେ ବହୁତ ପ୍ରଶଂସା ସାଉଁଟୁଛନ୍ତି । ତାଙ୍କର ଟିକଟକ୍‌ ଏବଂ ଇଷ୍ଟାଗ୍ରାମ୍‌ ଆକାଉଣ୍ଟରେ ବହୁତ ସାରା କମେଣ୍ଟ ଆସୁଛି ।

ଏହାସହ ପଢନ୍ତୁ:

ଏହି ବଲିଉଡ୍‌ ଆକ୍ଟ୍ରେସ୍‌ ବିଚ୍‌ ନିକଟରେ ଝିଅ ମାନଙ୍କ ସହିତ କଲେ ଯୋଗ, ଭିଡିଓ ସେୟାର କରି କହିଲେ ଚିହ୍ନନ୍ତୁ ମୁଁ କିଏ?

ତାଙ୍କ ଚେହେରାକୁ ବଲିଉଡ୍‌ ଆକ୍ଟ୍ରେସ୍‌ କାଟ୍ରିନା କୈଫ୍‌ଙ୍କ ସହିତ ତୁଳନା କରାଯାଉଛି । ଏଲିନାଙ୍କ ଚେହେରା ପାଖାପାଖି କାଟ୍ରିନାଙ୍କ ସହିତ ମିଶି ଯାଉଥିବାକୁ ସମସ୍ତେ କନଫ୍ୟୁଜ୍‌ ହୋଇଯାଉଛନ୍ତି କି କାଟ୍ରିନା କିଏ ଏବଂ ଏଲିନା କିଏ? ସୂଚନା ଅନୁଯାୟୀ, ଏଲିନା ମୁମ୍ବାଇର ଏକ ଫ୍ୟାସନ୍‌ ବ୍ଲଗର୍‌ । ତାଙ୍କର ଇଷ୍ଟାଗ୍ରାମରେ ୩୦ହଜାରରୁ ଅଧିକ ଫଲୋର୍ସ ଅଛନ୍ତି ।

Sonalisa

Recent Posts

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

26 seconds ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

11 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

25 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

28 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

51 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

1 hour ago