ମନୋରଂଜନ

କୁନି ପ୍ରଶଂସକଙ୍କ ପାଇଁ ଏମିତି କିଛି କଲେ ଟାଇଗର ଶ୍ରଫ୍‌, ଭାଇରାଲ ହେଉଛି ଭିଡିଓ

ଟାଇଗର ଶ୍ରଫ୍‌ ଏବେ ନିଜ ଫିଲ୍ମ ‘ବାଗୀ ୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସେ ମୁମ୍ବାଇରେ ଫିଲ୍ମର ପ୍ରମୋଶନ କରୁଛନ୍ତି। ନିକଟରେ ଫିଲ୍ମର କଳାକାରମାନେ ମୁମ୍ବାଇରେ ପ୍ରମୋଶନ ପାଇଁ ବାହାରିଥିବା ବେଳେ ସେମାନଙ୍କୁ କିଛି କୁନି ଫ୍ୟାନ୍‌ ମିଳିଯାଇଥିଲେ। ଏହି ମୁହୂର୍ତ୍ତ ବହୁତ କ୍ୟୁଟ୍‌ ଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଶ୍ରଦ୍ଧା କପୁର ଓ ଟାଇଗରଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ବାଗୀ ୩’ର ଘୋଷଣା ପରେ ଫିଲ୍ମଟି ଚର୍ଚ୍ଚାରେ ଅଛି। ତେବେ ଫିଲ୍ମର ପ୍ରମୋଶନ ବେଳେ ଟାଇଗରଙ୍କୁ ଜଣେ କୁନି ପିଲା ଭେଟିଥିଲା। କିନ୍ତୁ ସେ ଟିକେ ନର୍ଭସ୍‌ ଥିବା ବେଳେ ପେପର୍‌ରେ ଟଇଗରଙ୍କର ସ୍କେଚ୍‌ ନେଇ ଆସିଥିଲା।

ପିଲାଟିକୁ ଟାଇଗର ଖୁବ୍‌ ସୁନ୍ଦର ଭାବେ ଟ୍ରିଟ୍‌ କରିଥିଲେ। ପେପର୍‌କୁ ତା’ ପିଠି ଉପରେ ରଖି ଅଟୋଗ୍ରାଫ୍‌ ଦେଇଥିଲେ। ଏହି ସମୟର ଫଟୋ ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ସେ ଫ୍ୟାନ୍‌ମାନଙ୍କ ସହ ମଧ୍ୟ ପୋଜ୍‌ ଦେଇଥିଲେ। ‘ବାଗୀ ୩’ ମାର୍ଚ୍ଚ ୬ରେ ରିଲିଜ୍‌ ହେବ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

41 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago