ମନୋରଂଜନ

ଫିଲ୍ମ ‘ଗଣପତ’ରେ ନଜର ଆସିବେ ଟାଇଗର ଶ୍ରଫ୍‌, ରିଲିଜ୍‌ ହେଲା ପୋଷ୍ଟର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଆକ୍ସନ୍‌ ପାଇଁ ଜଣାଶୁଣା ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫ୍‌ ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ରିପୋର୍ଟ ଅନୁଯାୟୀ ଗତକାଲି ନିଜର ନୂଆ ଫିଲ୍ମ ‘ଗଣପତ’ର ମୋସନ ପୋଷ୍ଟର ଇଣ୍ଟରନେଟ୍‌ ରେ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଜାରି କରାଯାଇଥିବା ପୋଷ୍ଟରକୁ ଦେଖି ଫ୍ୟାନ୍ସମାନେ ଖୁବ୍‌ ଏକ୍ସସାଇଟେଡ୍‌ ଥିବା ନଜର ଆସିଛନ୍ତି। ବହୁତ୍‌ ଆପଣମାନଙ୍କୁ ଏକ ଜବରଦସ୍ତ ଏକ୍ସନ ଫିଲ୍ମ ଦେଖିବାକୁ ମିଳିବ। ସୂଚନା ମୁତାବକ ‘ଗଣପତ’ ଫିଲ୍ମକୁ ବିକାଶ ବହଲ ନିର୍ଦେଶନା କରିଛନ୍ତି। ଏହି ଫିଲ୍ମର ସୁଟିଂ ଆସନ୍ତା ୨୦୨୧ ମସିହାରେ ଆରମ୍ଭ କରାଯିବ ଏବଂ ୨୦୨୨ ମସିହା ଭିତରେ ରିଲିଜ୍‌ ହେବ।

ସୋସିଆଲ ମିଡିଆରେ ଟାଇଗର ଫିଲ୍ମର ପୋଷ୍ଟର ସେୟାର କରିବା ସହ ଲେଖିଛନ୍ତି, ‘ଏହି ଫିଲ୍ମ ମୋ ପାଇଁ ଖୁବ୍‌ ଖାସ୍‌ ଏବଂ ସେତିକି ଖାସ୍‌ ଆପଣମାନଙ୍କ ପାଇଁ ମଧ୍ୟ ହେବ! ଗଣପତ ଫିଲ୍ମରେ ଅଧିକ ଆକ୍ସନ ଏବଂ ରୋମାନ୍ସ ମଧ୍ୟ ଦେଖିବାକୁ ପାଇପାରିବେ। ଏହି ପୋଷ୍ଟର ସେୟାର କରିବା ସହ ଏଥିରେ ଟାଇଗରଙ୍କର ଏକ ଡାଇଲଗ୍‌ ମଧ୍ୟ ରହିଛି, ଯେଉଁଥିରେ ସେ କହିଥାନ୍ତି, ‘‘ଯବ୍‌ ଅପୁନ୍‌ ଡରତା ହେ ନା, ତବ୍‌ ଅପୁନ୍‌ ବହୁତ୍‌ ମାରତା ହେ।’’

ସୋସିଆଲ ମିଡିଆରେ ଜାରି କରାଯାଇଥିବା ପୋଷ୍ଟରର ଟାଇଟଲ୍‌ ତଳେ ପାର୍ଟ-୧ ଲେଖା ରହିଛି, ଯେଉଁଥିରେ ସ୍ପଷ୍ଟ ଜାଣି ହେଉଛି ଏହା ଏକ ଆକ୍ସନ ସିରିଜ୍‌ ଏବଂ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ଆସିବ। ଟାଇଗର ଶେଷ ଥର ପାଇଁ ଡାଇରେକ୍ଟର ଅହମଦ ଖାନ୍‌ ଙ୍କ ଫିଲ୍ମ ‘ବାଗୀ ୩’ରେ ନଜର ଆସିଥିଲେ। ଅନ୍ୟପଟେ ଟାଇଗର ଶ୍ରଫ୍‌ କହିଛନ୍ତି ବହୁତ ଜଲଦି ସେ ନିଜ ଫିଲ୍ମ ‘ହିରୋପନ୍ଥୀ୨’ ଏବଂ ‘ବାଗୀ ୪’ ର ସୁଟିଂ ଆରମ୍ଭ କରିବେ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

38 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago