କଣ ଆପଣ ରୂପି ଏବଂ ଶୁଷ୍କ କେଶ ପାଇଁ ଚିନ୍ତିତ କି? ତେବେ ବ୍ୟବହାର କରନ୍ତୁ ଟମାଟୋ ମାସ୍କ

ଟମାଟୋ ପାଟିକୁ ଯେପରି ସୁଆଦିଆ ଲାଗିଥାଏ ସେପରି ଶରୀର ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏଥିରେ ଥିବା ଭିଟାମିନ ଏବଂ ମିନେରାଲ୍ସ ସ୍ବାସ୍ଥ୍ୟ ସହ କେଶ ଏବଂ ତ୍ବଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଯଦି ଆପଣଙ୍କ କେଶ ରୂପି ହେବା କାରଣରୁ ଶୁଷ୍କ ହୋଇଯାଇଥାଏ, ତେବେ ଆପଣ ଏହି ସମସ୍ୟା ପାଇଁ ବିଲକୁଲ୍ ଚିନ୍ତା କରନ୍ତୁ ନାହିଁ। କାରଣ ଆଜି ଆମେ କହିବୁ ଟମାଟ ବ୍ୟବହାର ଦ୍ବାରା କେଶରୁ କିଭଳି ରୂପି ସମସ୍ୟା ଦୂର ହୋଇଥାଏ।

-ପ୍ରଥମେ ଟମାଟ ଜୁସ୍ ପ୍ରସ୍ତୁତ କରି ଏହାକୁ ତେଲ ଭଳି କେଶରେ ଳଗାନ୍ତୁ। ଏହା ଆପଣଙ୍କ କେଶରୁ ରୂପି ସମସ୍ୟା ଦୂର କରିବା ସହ କେଶକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପରଙ୍କ କୋରେ ରୂପି ସମସ୍ୟା ବଢିଯାଇଥାଏ ତେବେ ଟମାଟ ଜୁସ୍ ରେ ମହୁ ମିଶାଇ ହେୟାର ମାସ୍କ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏହକୁ ଲଗାଇ ୩୦ ମିନିଟ୍ ପର‌୍ୟ୍ୟନ୍ତ ରଖିବା ପରେ ଭଳଭାବେ କେଶକୁ ଧୋଇଦିଅନ୍ତୁ।

-ଟମାଟ ଜୁସ୍ କେଶରେ ଲଗାଇବା ଦ୍ବାରା କେଶରେ ଚମକ ଆସିବା ସହ ସୁନ୍ଦର ଦେଖାଯାଇଥାଏ।

-ଏହି ଜୁସ୍ ମଧ୍ୟ କେଶର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ।

-ଟମାଟର ଜୁସ୍ ବ୍ୟବହାର କରିବା ଦ୍ବାରା ଶୁଷ୍କ ଏବଂ ମୃତ କେଶ ଘନ ହୋଇଥାଏ। ଏହା ପ୍ୟତୀତ ଯଦି ଆପଣଙ୍କ ମୁଣ୍ଡ କୁଣ୍ଡେଇ ହୋଇଥାଏ, ତେବେ ଆପଣ ପ୍ରତ୍ୟେକ ଦିନ ଟମାଟ ଜୁସ୍ ସହ ତେଲ ମିଶାଇ ମୁଣ୍ଡରେ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

-ଟମାଟରେ ଥିବା ଭିଟାମିନ-ଏ, ସି ଏବଂ ଇ କେଶକୁ ମଜବୁତ୍ ରଖିଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା କେଶ ଫାଟି ନଥାଏ ଏବଂ କେଶ ମୋଟା ହୋଇଥାଏ।

KNews Bureau

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

2 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

2 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

2 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

3 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

3 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

3 hours ago