ଗୋଟିଏ ସେଓ ସହ ଆପଣ ଖାଇଥାନ୍ତି ୧୦ କୋଟି ବ୍ୟାକ୍ଟେରିଆ : ରିସର୍ଚ୍ଚ

ପିଲାବେଳୁ ଆମେ ଗୋଟିଏ କଥା ଶୁଣିଛେ, ଯେ ନିତି ସେଓ ଖାଏ ତା ଠାରୁ ଡାକ୍ତର ଦୁରେଇ ରହେ । ଫାଇବର ଏବଂ ଭିଟାମିନରେ ଭରପୁର ସେଓ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ହେଲେ ଏବେ ରିସର୍ଚ୍ଚରୁ ସାମ୍ନାକୁ ଆସିଛି ଗୋଟିଏ ସେଓରେ ପ୍ରାୟ ୧୦୦ ମିଲିୟନ ଅର୍ଥାତ୍ ୧୦ କୋଟି ବ୍ୟାକ୍ଟେରିଆ ଥାଏ । ତେଣୁ ଧ୍ୟାନରେ ରଖନ୍ତୁ ଗୋଟିଏ ସେଓ ଖାଇବା ସମୟରେ ଆପଣ ପ୍ରାୟ ୧୦ କୋଟି ବ୍ୟାକ୍ଟେରିଆ ଖାଇଥାନ୍ତି ।

ସେଓ ମଧ୍ୟରେ ଥାଏ ସର୍ବାଧିକ ମାଇକ୍ରୋବ୍ସ :

ସେଓରେ ଥିବା ମାଇକ୍ରୋବ୍ସ ଭଲ ନା ଖରାପ ଏହା ନିର୍ଭର କରେ କିଭଳି ଭାବରେ ଏହାକୁ ଚାଷ କରାଯାଇଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଧିକାଂଶ ମାଇକ୍ରୋବ୍ସ ସେଓ ମଧ୍ୟରେ ଥାନ୍ତି । ଅର୍ଗାନିକ୍ ଉପାୟରେ ହୋଇଥିବା ସେଓରେ ବିବିଧ ଏବଂ ସନ୍ତୁଳିତ ବ୍ୟାକ୍ଟେରିଆ ଥାନ୍ତି । ଯାହା ପାରମ୍ପରିକ ସେଓ ତୁଳନାରେ ଅଧିକ ସୁସ୍ଥ ଏବଂ ସ୍ବାଦିଷ୍ଟ ହୋଇଥାଏ ।

ଏହା ସହ ପଢନ୍ତୁ ଚୋପା ସହ ଖାଆନ୍ତୁ ଏହି ଫଳ, ମିଳିବ ଚମତ୍କାରୀ ଫାଇଦା

ମାଇକ୍ରୋବ୍ସ ର ସ୍ରୋତ ହେଉଛି କଞ୍ଚା ଫଳ :

ଆମ ଭୋଜନରେ ଥିବା ବ୍ୟାକ୍ଟେରିଆ ଆମ ପେଟରେ କିଛି ସମୟ ପାଇଁ ଜମା ହୋଇ ଯାଆନ୍ତି । ତେବେ ଖାଇବା ରୋଷେଇ କରିବା ସମୟରେ ଅଧିକାଂଶ ମରିଯାଆନ୍ତି । ତେଣୁ କଂଚା ଫଳ ଏବଂ ପରିବା ମାଇକ୍ରୋବ୍ସ ପାଇଁ ମହତ୍ବପୂର୍ଣ୍ଣ ସ୍ରୋତ । ଅଧ୍ୟୟନରୁ ଜଣା ପଡିଛି ୨୪୦ ଗ୍ରାମ ସେଓରେ ପ୍ରାୟ ୧୦ କୋଟି ବ୍ୟାକ୍ଟେରିଆ ଥାଏ । ଅଧିକାଂଶ ବ୍ୟାକ୍ଟେରିଆ ସେଓ ମଞ୍ଜିରେ ଥିବା ବେଳେ ବାକି ସବୁ ଥାନ୍ତି ସେଓ ଚୋପାରେ ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

4 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

4 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

5 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

6 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

7 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

7 hours ago