ଲାଇଫ୍ ଷ୍ଟାଇଲ୍

ଗ୍ଲୋଇଙ୍ଗ ଏବଂ ଚମକଦାର ସ୍କିନ୍ ପାଇଁ ଆପଣାନ୍ତୁ ଏହି ନ୍ୟାଚୁରାଲ ଟିପ୍ସ

ସମସ୍ତଙ୍କର ଇଚ୍ଛା ଥାଏ ଯେ ତାଙ୍କ ସ୍କିନ୍ ଚମକଦାର ହେଉ। କିନ୍ତୁ ଆପଣଙ୍କ ତ୍ୱଚା ଯଦି ଶୁଷ୍କ କିମ୍ବା ଚମକଦାର ନୁହେଁ ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏଥିପାଇଁ ଆପଣଙ୍କୁ କୌଣସି ବିୟୁଟି ପାର୍ଲର ଯିବାର ଆବଶ୍ୟକତା ନାହିଁ। ଆପଣ ନିଜ ଘରେ କିଛି ନ୍ୟାଚୁରାଲ ତରିକା ଦ୍ୱାରା ଆପଣଙ୍କ ତ୍ୱଚାକୁ ଚମକାଇପାରିବେ। ଆପଣଙ୍କ ପାଇଁ ଆମେ ଆଜି ଆଣିଛୁ କିଛି ନ୍ୟାଚୁରାଲ ଉପାୟ। ଯାହାକୁ ଆପଣେଇ ଆପଣ ପ୍ରାକୃତିକ ଚମକ ଆଣିପାରିବେ।

ନିଜ ଶରୀରକୁ ଭଲଭାବେ ହାଇଡ୍ରେଟ୍ କରନ୍ତୁ। ବଡିକୁ ହାଇଡ୍ରେଟ କରିବା ପାଇଁ ପାଣି ଠାରୁ ଭଲ ଆଉ କିଛି ନୁହେଁ। ଉଚିତ ମାତ୍ରାରେ ପାଣି ପିଇବା ଦ୍ୱାରା ଏହା ଶରୀରରୁ ବିଷଲ୍ୟ ତତ୍ତ୍ୱକୁ ବାହାର କରିଦେଇଥାଏ। ଏହାଦ୍ୱସାରା ତ୍ୱଚା ମଧ୍ୟ ଗ୍ଲୋଇଙ୍ଗ୍ କରିଥାଏ।

ସକାଳ ଖରାରେ ନିଶ୍ଚୟ ବସନ୍ତୁ। କିନ୍ତୁ ଖରାରେ ବସିବା ପୂର୍ବରୁ ଏସପିଏଫ ଯୁକ୍ତ ସନ୍ ସ୍କ୍ରିନ ଚେହେରାରେ ନିଶ୍ଚୟ ଲଗାନ୍ତୁ। ଯାହାଦ୍ୱାରା ସୂର‌୍ୟ୍ୟଙ୍କର ହାନିକାରକ କିରଣ ତ୍ୱଚା ଉପରେ କ୍ଷତି ପହଁଚା ପାରିବନି। ସନ ବାଥ୍ ଦ୍ୱାରା ଆବଣଙ୍କ ଶରୀରକୁ ପ୍ରାକୃତିକ ରୂପରେ ଭିଟାମିନ୍ ଡି ମିଳିବ।

ଡ୍ରାଏ ସ୍କିନ୍ ପାଇଁ ତ୍ୱଚାରେ ବାଦାମ୍ ତେଲରେ ଉପଯୋଗ କରନ୍ତୁ। ତେଲିଆ ତ୍ୱଚା ପାଇଁ ବେବି ଅଏଲ ବ୍ୟବହାର କରନ୍ତୁ। ଏହା ବହୁତ ଭଲ ମଶ୍ଚରାଇଜର ଭଳି କାମ କରିଥାଏ। କିନ୍ତୁ ତ୍ୱଚାରେ କିଛି ବି ଲଗାଇବା ପୂର୍ବରୁ ଭଲଭାବେ ସଫା କରିନିଅନ୍ତୁ।

Pritiparna

Recent Posts

କାହାକୁ ମିଳିବ କେଉଁ ବିଭାଗ, ଆଜି ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ ।  କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ…

8 mins ago

ସୁନ୍ଦରଗଡ଼ର ଝିଅକୁ ବାହାହେବା ପାଇଁ ସୁଦୂର ରାଜସ୍ଥାନରୁ ଦୌଡ଼ି ଆସିଲେ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ

ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା…

12 mins ago

ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ । ୧୧୧…

42 mins ago

ଓଡ଼ିଶାରେ ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର: ଜାଣନ୍ତୁ ଆଉ କେଉଁଠି କେତେ ଅଛି ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago

କାଶୀପୁରରେ ଅଜଣା ରୋଗ ଆତଙ୍କ : ଗଲାଣି ୪ ଶିଶୁଙ୍କ ଜୀବନ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଅଜଣା ରୋଗ ଆତଙ୍କ । ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ…

2 hours ago