ଗ୍ଲୋଇଙ୍ଗ ଏବଂ ଚମକଦାର ସ୍କିନ୍ ପାଇଁ ଆପଣାନ୍ତୁ ଏହି ନ୍ୟାଚୁରାଲ ଟିପ୍ସ

ଆପଣଙ୍କ ତ୍ୱଚା ଯଦି ଶୁଷ୍କ କିମ୍ବା ଚମକଦାର ନୁହେଁ ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏଥିପାଇଁ ଆପଣଙ୍କୁ କୌଣସି ବିୟୁଟି ପାର୍ଲର ଯିବାର ଆବଶ୍ୟକତା ନାହିଁ। ଆପଣ ନିଜ ଘରେ କିଛି ନ୍ୟାଚୁରାଲ ତରିକା ଦ୍ୱାରା ଆପଣଙ୍କ ତ୍ୱଚାକୁ ଚମକାଇପାରିବେ। ଆପଣଙ୍କ ପାଇଁ ଆମେ ଆଜି ଆଣିଛୁ କିଛି ନ୍ୟାଚୁରାଲ ଉପାୟ। ଯାହାକୁ ଆପଣେଇ ଆପଣ ପ୍ରାକୃତିକ ଚମକ ଆଣିପାରିବେ।

ସମସ୍ତଙ୍କର ଇଚ୍ଛା ଥାଏ ଯେ ତାଙ୍କ ସ୍କିନ୍ ଚମକଦାର ହେଉ। କିନ୍ତୁ ଆପଣଙ୍କ ତ୍ୱଚା ଯଦି ଶୁଷ୍କ କିମ୍ବା ଚମକଦାର ନୁହେଁ ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏଥିପାଇଁ ଆପଣଙ୍କୁ କୌଣସି ବିୟୁଟି ପାର୍ଲର ଯିବାର ଆବଶ୍ୟକତା ନାହିଁ। ଆପଣ ନିଜ ଘରେ କିଛି ନ୍ୟାଚୁରାଲ ତରିକା ଦ୍ୱାରା ଆପଣଙ୍କ ତ୍ୱଚାକୁ ଚମକାଇପାରିବେ। ଆପଣଙ୍କ ପାଇଁ ଆମେ ଆଜି ଆଣିଛୁ କିଛି ନ୍ୟାଚୁରାଲ ଉପାୟ। ଯାହାକୁ ଆପଣେଇ ଆପଣ ପ୍ରାକୃତିକ ଚମକ ଆଣିପାରିବେ।

ନିଜ ଶରୀରକୁ ଭଲଭାବେ ହାଇଡ୍ରେଟ୍ କରନ୍ତୁ। ବଡିକୁ ହାଇଡ୍ରେଟ କରିବା ପାଇଁ ପାଣି ଠାରୁ ଭଲ ଆଉ କିଛି ନୁହେଁ। ଉଚିତ ମାତ୍ରାରେ ପାଣି ପିଇବା ଦ୍ୱାରା ଏହା ଶରୀରରୁ ବିଷଲ୍ୟ ତତ୍ତ୍ୱକୁ ବାହାର କରିଦେଇଥାଏ। ଏହାଦ୍ୱସାରା ତ୍ୱଚା ମଧ୍ୟ ଗ୍ଲୋଇଙ୍ଗ୍ କରିଥାଏ।

skinସକାଳ ଖରାରେ ନିଶ୍ଚୟ ବସନ୍ତୁ। କିନ୍ତୁ ଖରାରେ ବସିବା ପୂର୍ବରୁ ଏସପିଏଫ ଯୁକ୍ତ ସନ୍ ସ୍କ୍ରିନ ଚେହେରାରେ ନିଶ୍ଚୟ ଲଗାନ୍ତୁ। ଯାହାଦ୍ୱାରା ସୂର‌୍ୟ୍ୟଙ୍କର ହାନିକାରକ କିରଣ ତ୍ୱଚା ଉପରେ କ୍ଷତି ପହଁଚା ପାରିବନି। ସନ ବାଥ୍ ଦ୍ୱାରା ଆବଣଙ୍କ ଶରୀରକୁ ପ୍ରାକୃତିକ ରୂପରେ ଭିଟାମିନ୍ ଡି ମିଳିବ।

ଡ୍ରାଏ ସ୍କିନ୍ ପାଇଁ ତ୍ୱଚାରେ ବାଦାମ୍ ତେଲରେ ଉପଯୋଗ କରନ୍ତୁ। ତେଲିଆ ତ୍ୱଚା ପାଇଁ ବେବି ଅଏଲ ବ୍ୟବହାର କରନ୍ତୁ। ଏହା ବହୁତ ଭଲ ମଶ୍ଚରାଇଜର ଭଳି କାମ କରିଥାଏ। କିନ୍ତୁ ତ୍ୱଚାରେ କିଛି ବି ଲଗାଇବା ପୂର୍ବରୁ ଭଲଭାବେ ସଫା କରିନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.