ଡାଇବେଟିସ୍ ରୋଗୀମାନଙ୍କ ପାଇଁ ବିଷ ସଦୃଶ୍ୟ ଏହି ସବୁ ଖାଦ୍ୟ , ଭୂଲ୍ ରେ ବି କରନ୍ତୁ ନାହିଁ ସେବନ

ଆଜିକାଲି ଡାଇବେଟିସ୍ ସମସ୍ୟା ତିବ୍ର ଗତିରେ ବ୍ୟାପିବାରେ ଲାଗିଛି । ଆପଣଙ୍କ ଆଖପାଖରେ ଥିବା ବହୁତ ଲୋକ ଏହି ରୋଗରେ ପୀଡିତ ଥିବେ ନିଶ୍ଚିତ । ତେଣୁ ଡାଇବେଟିସ୍ ରେ ପୀଡିତ ରୋଗୀ ମାନଙ୍କୁ ନିଜର ଡାଏଟର କିଛି ଖାସ୍ ପ୍ଳାନିଙ୍ଗ୍ କରିବାକୁ ପଡିବ ।
ଡାଇବେଟିସ୍ ଥିବା ବ୍ୟକ୍ତି ମାନଙ୍କ ପାଇଁ ବହୁ କିଛି ଜିନିଷ ଖାଇବା ଉପରେ କଟକଣା ରହିଥାଏ । ଆଉ ସେମାନେ ଏମିତି କିଛି ଖାଦ୍ୟ ଖାଇଥାନ୍ତି ଯାହାକୁ ସେମାନେ ସେବନ କରିବା ଦ୍ବାରା ଲାଭଦାୟକ ବୋଲି ଭାବିଥାନ୍ତି । କିନ୍ତୁ ଅସଲରେ ଏହା ହୋଇନଥାଏ । ଆଜି ଆମେ ଆପଣଙ୍କୁ କହିବୁ ଡାଇବେଟିସ୍ ରୋଗୀମାନେ କେଉଁ କେଉଁ ଖାଦ୍ୟ ସେବନ ଠାରୁ ଦୂରେଇ ରହିବା ଉଚିତ୍ ।

ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ :

-ଡାଇବେଟିସ୍ ରୋଗୀ ମାନଙ୍କ ପାଇଁ ମାଟି ତଳେ ଫଳୁଥିବା ପରିବା ଖାଇବା ଠାରୁ ଦୂରେଇରହିବା ନିହାତୀ ଆବଶ୍ୟକ ।

-ଆମେ ସମସ୍ତେ ଜାଣନ୍ତି କି ଡ୍ରାଏ ଫ୍ରୁଡ୍ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଡାଇବେଟିସ୍ ରୋଗୀ ମାନଙ୍କୁ ଏଥିରୁ ଦୂରେଇ ରହିବା ଭଲ । ଯଦି ଆପଣ କେବେ ଏହାକୁ ଖାଇବାକୁ ମନ ହୁଏ ତେବେ ନିଜର ପସନ୍ଦର ଡ୍ରାଏ ଫ୍ରୁଡ୍କୁ ରାତିରେ ଏକ ଗିନା ପାଣିରେ ଭିଜେଇ ରଖିଦିଅନ୍ତୁ । ଏହାପର ଦିନ ସକାଳେ ଏହାକୁ ପାଣିରୁ କାଢି ଖାଇପାରିବେ ।

-ଏମିତି ତ ଜଙ୍କ ଫୁଡ୍ କାହା ପାଇଁ ବି ଖାଇବା ଠିକ୍ ନୁହେଁ । କିନ୍ତୁ ଖାସ୍ କରି ଡାଇବେଟିସ୍ ରୋଗୀମାନେ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ । ଜଙ୍କ ଫୁଡ୍ ଖାଇବା ଡାଇବେଟିସ୍ ରୋଗୀଙ୍କ ପାଇଁ ବିପଦ ଆଣିପାରେ ।

-ଯଦି ଆପଣ ଡାଇବେଟିସ୍ କୁ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛନ୍ତି ତେବେ ଆମ୍ବ, କଦଳୀ, ଲିଚୁ ପରି ଫଳର ସେବନ ଠାରୁ ଦୁରେଇ ରୁହନ୍ତୁ । କାରଣ ଏଥିରେ ସୁଗାର ବହୁତ ପରିମାଣରେ ରହିଥାଏ । ଏହାକୁ ସେବନ କରିବା ଡାଇବେଟିସ୍ ରୋଗୀଙ୍କ ପକ୍ଷେ ହାନିକାରଣ ସାବ୍ୟସ୍ତ ହୋଇଥାଏ ।

Sonalisa

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

1 hour ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

2 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

4 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

4 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

4 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

5 hours ago