Below header

ଡାଇବେଟିସ୍ ରୋଗୀମାନଙ୍କ ପାଇଁ ବିଷ ସଦୃଶ୍ୟ ଏହି ସବୁ ଖାଦ୍ୟ , ଭୂଲ୍ ରେ ବି କରନ୍ତୁ ନାହିଁ ସେବନ

ଆଜିକାଲି ଡାଇବେଟିସ୍ ସମସ୍ୟା ତିବ୍ର ଗତିରେ ବ୍ୟାପିବାରେ ଲାଗିଛି । ଆପଣଙ୍କ ଆଖପାଖରେ ଥିବା ବହୁତ ଲୋକ ଏହି ରୋଗରେ ପୀଡିତ ଥିବେ ନିଶ୍ଚିତ । ତେଣୁ ଡାଇବେଟିସ୍ ରେ ପୀଡିତ ରୋଗୀ ମାନଙ୍କୁ ନିଜର ଡାଏଟର କିଛି ଖାସ୍ ପ୍ଳାନିଙ୍ଗ୍ କରିବାକୁ ପଡିବ ।
ଡାଇବେଟିସ୍ ଥିବା ବ୍ୟକ୍ତି ମାନଙ୍କ ପାଇଁ ବହୁ କିଛି ଜିନିଷ ଖାଇବା ଉପରେ କଟକଣା ରହିଥାଏ । ଆଉ ସେମାନେ ଏମିତି କିଛି ଖାଦ୍ୟ ଖାଇଥାନ୍ତି ଯାହାକୁ ସେମାନେ ସେବନ କରିବା ଦ୍ବାରା ଲାଭଦାୟକ ବୋଲି ଭାବିଥାନ୍ତି । କିନ୍ତୁ ଅସଲରେ ଏହା ହୋଇନଥାଏ । ଆଜି ଆମେ ଆପଣଙ୍କୁ କହିବୁ ଡାଇବେଟିସ୍ ରୋଗୀମାନେ କେଉଁ କେଉଁ ଖାଦ୍ୟ ସେବନ ଠାରୁ ଦୂରେଇ ରହିବା ଉଚିତ୍ ।

d2ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ :

-ଡାଇବେଟିସ୍ ରୋଗୀ ମାନଙ୍କ ପାଇଁ ମାଟି ତଳେ ଫଳୁଥିବା ପରିବା ଖାଇବା ଠାରୁ ଦୂରେଇରହିବା ନିହାତୀ ଆବଶ୍ୟକ ।

d5-ଆମେ ସମସ୍ତେ ଜାଣନ୍ତି କି ଡ୍ରାଏ ଫ୍ରୁଡ୍ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଡାଇବେଟିସ୍ ରୋଗୀ ମାନଙ୍କୁ ଏଥିରୁ ଦୂରେଇ ରହିବା ଭଲ । ଯଦି ଆପଣ କେବେ ଏହାକୁ ଖାଇବାକୁ ମନ ହୁଏ ତେବେ ନିଜର ପସନ୍ଦର ଡ୍ରାଏ ଫ୍ରୁଡ୍କୁ ରାତିରେ ଏକ ଗିନା ପାଣିରେ ଭିଜେଇ ରଖିଦିଅନ୍ତୁ । ଏହାପର ଦିନ ସକାଳେ ଏହାକୁ ପାଣିରୁ କାଢି ଖାଇପାରିବେ ।

d4-ଏମିତି ତ ଜଙ୍କ ଫୁଡ୍ କାହା ପାଇଁ ବି ଖାଇବା ଠିକ୍ ନୁହେଁ । କିନ୍ତୁ ଖାସ୍ କରି ଡାଇବେଟିସ୍ ରୋଗୀମାନେ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ । ଜଙ୍କ ଫୁଡ୍ ଖାଇବା ଡାଇବେଟିସ୍ ରୋଗୀଙ୍କ ପାଇଁ ବିପଦ ଆଣିପାରେ ।

d1-ଯଦି ଆପଣ ଡାଇବେଟିସ୍ କୁ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛନ୍ତି ତେବେ ଆମ୍ବ, କଦଳୀ, ଲିଚୁ ପରି ଫଳର ସେବନ ଠାରୁ ଦୁରେଇ ରୁହନ୍ତୁ । କାରଣ ଏଥିରେ ସୁଗାର ବହୁତ ପରିମାଣରେ ରହିଥାଏ । ଏହାକୁ ସେବନ କରିବା ଡାଇବେଟିସ୍ ରୋଗୀଙ୍କ ପକ୍ଷେ ହାନିକାରଣ ସାବ୍ୟସ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.