ଲାଇଫ୍ ଷ୍ଟାଇଲ୍

ହୋମମେଡ ଓଟସ୍‌ ସ୍କ୍ରବ: ଦୂର କରିବ ବ୍ଲାକହେଡ୍ସ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ବର୍ତ୍ତମାନ ବଢୁଥିବା ପ୍ରଦୂଷଣ ଯୋଗୁଁ ଚେହେରାର ଦେଖାଶୁଣା କରିବା ବହୁତ ମୁସ୍କିଲ ହୋଇପଡିଥାଏ। ଏଥିପାଇଁ ଚେହେରାରେ କଳା କିମ୍ବା ଧଳା ରଙ୍ଗର ଦାନା ଦାନ ପରି ଦେଖାଯାଏ। ଏହାର ମୁଖ୍ୟ କାରଣ ହୋଇଥାଏ, ମୁହଁରେ ପୋରସ ବନ୍ଦ ହେବା କିମ୍ବା ସ୍କିନ ଡେଡ୍‌ ହେବା। ଏମିତିରେ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ବତାଇବୁ, ଯାହା ସାହାଯ୍ୟରେ ବ୍ଲାକହେଡସ୍‌ ସମସ୍ୟାରୁ ମୁକ୍ତି ପାଇପାରିବେ। ଓଟସ୍‌ ସ୍କ୍ରବ ଯାହା ସ୍କିନ ଭିତରୁ ସଫା କରିବା ସହ କୋମଳତା ଆଣିଥାଏ ଏବଂ ବ୍ଲାକହେଡସ୍‌ ବାହାର କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ସ୍କ୍ରବ..

ଆବଶ୍ୟକୀୟ ସାମଗ୍ରୀ :

କଦଳୀ- ୧/୨ ( ଚକଟା ହୋଇଥିବା)
ଓଟସ୍‌- ୧ ଟେବଲସ୍ପୁନ (ପାଉଡର)
ମହୁ- ୧ ଟେବୁଲସ୍ପୁନ
ଅଲିଭ ଅଏଲ : ୧ ଟେବୁଲସ୍ପୁନ
ବାଦାମ ତେଲ : ୧ ଟେବୁଲସ୍ପୁନ

ବ୍ୟବହାର କରିବାର ଉପାୟ : ଏକ ପାତ୍ରରେ ସମସ୍ତ ଜିନିଷକୁ ଭଲଭାବେ ମିଶ୍ରଣ କରିନିଅନ୍ତୁ। ଏବେ ଏହି ପେଷ୍ଟକୁ ସର୍କୁଲାର ମୋସନରେ ମସାଜ କରି ହାଲକା ଭାବେ ମସାଜ କରନ୍ତୁ। ଏହାକୁ ୫-୧୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ତା’ ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।

Swagatika

Recent Posts

‘ପ୍ରଥମ ୪ ଦିନ କୌଣସି ମନ୍ତ୍ରୀ ନିଜ ଅଫିସ୍‌ ଛାଡ଼ି ବାହାରକୁ ଯିବେ ନାହିଁ’, ଟାସ୍କ ଦେଲେ ପିଏମ୍‌ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ୍‌ ଆରମ୍ଭ ହେବା ସହିତ ନୂତନ ସରକାର ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।…

4 mins ago

ସରିଲା ମାଁ ବ୍ରାହ୍ମଣୀଦେବୀଙ୍କ ୨୧ ଦିନିଆ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦେଲେ ଦର୍ଶନ

ଭଞ୍ଜନଗର(କେନ୍ୟୁଜ):ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଲେ, ନଗର ଭ୍ରମଣ କଲେ ଏବଂ ଭକ୍ତଙ୍କୁ ଆଶୀର୍ବାଦ କରି, ୨୧ ଦିନ ପରେ ନିଜ…

12 mins ago

୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଦୁଇ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ।…

25 mins ago

ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିବା ପରେ ନାଚିଲେ ଅନୁଷ୍କା, ଭିଡିଓ ଭାଇରଲ

ପାକିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚକୁ ଭାରତ ମାତ୍ର ୬ ରନରେ ଜିତିଯାଇଛି । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ…

28 mins ago

ଶସ୍ତା ହେଲା ଆଇଫୋନ୍ 15, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କି? ବିଜୟ ସେଲ୍ସରେ ଜୁନ୍ ୮ ରୁ ଆପଲ୍ ଡେ ସେଲ୍‌ ଆରମ୍ଭ ହୋଇଛି…

32 mins ago

୩୩ କେଭି ଲାଇନ ତାର ଲାଗି ୨ ଶ୍ରିମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର…

1 hour ago