ଲାଇଫ୍ ଷ୍ଟାଇଲ୍

ଘରେ ବନାନ୍ତୁ ବଜାର ଭଳି ଚଓ୍ଵନପ୍ରାସ, କରୋନା ପାଇଁ ସବୁଠାରୁ ବଢ଼ିଆ ଇମ୍ୟୁନିଟୀ ବୁଷ୍ଟର

କରୋନା ସମୟରେ ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ନେଇ ବହୁତ ଯତ୍ନବାନ ହେଉଛନ୍ତି। କରୋନାରୁ ଦୂରେଇ ରହିବା ପାଇଁ ଅନେକ ଜିନିଷର ସେବନ କରୁଛନ୍ତି ଯାହା ଇମ୍ୟୁନିଟୀ ବଢ଼ାଇବା ପାଇଁ ବହୁତ ସାହାଯ୍ୟକା ପ୍ରମାଣିତ ହେଉଛି। ଏମିତିରେ ଚଓ୍ଵନପ୍ରାସ ଆପଣଙ୍କ ପାଇଁ ବେଷ୍ଟ ହେବ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଚଓ୍ଵନପ୍ରାସ ବନାଇବାର ପ୍ରସ୍ତୁତି ନେଇ ଆସିଛୁ। ଯାହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଁଳା – ୧/୨ କିଲୋଗ୍ରାମ
  • ଗୁଡ – ୧ କପ୍‌
  • ଘିଅ – ୫ ଟେବୁଲ ଚାମଚ
  • କିସମିସ୍‌- ମୁଠାଏ
  • ଖଜୁରୀ – ୧୨ଟି
  • ଅଳେଇଚ – ୬
  • ଗୋଲମରୀଚ – ୯
  • ଡାଲଚିନି ପାଉଡର – ୧ ଟେବୁଲ ଚାମଚ
  • ପାନମଧୁରୀ – ୧ ଟେବୁଲ ଚାମଚ
  • କେସର – ୩ରୁ ୪ଟି
  • ଚକ୍ର ଫୁଲ – ୧
  • ଜିରା – ୧ ଟେବୁଲ ଚାମଚ
  • ଲବଙ୍ଗ – ୮ଟି

ପ୍ରସ୍ତତି ପ୍ରଣାଳୀ

  1. ସର୍ବପ୍ରଥମେ ଅଁଳାକୁ ଧୋଇ ଗ୍ୟାସ ଉପରେ ହାଇ ଆଞ୍ଚରେ ପ୍ରେସର କୁକରରେ ଦୁଇଟି ସିଟି ବାଜିବା ପଯ୍ୟର୍ନ୍ତ ବସାଇ ଦିଅନ୍ତୁ।
  2. ଏହାପରେ ଏହାକୁ ଥଣ୍ଡା କରି ଏକ ପାତ୍ରରେ ଛାଣି ଦିଅନ୍ତୁ।
  3. ପାଣିରେ ୧୦ ମିନିଟ୍‌ ପଯ୍ୟର୍ନ୍ତ କିସମିସ୍‌ ଏବଂ ଖଜୁରୀକୁ ଗ୍ରାଇଣ୍ଡିଂ କରି ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ।
  4. ଏହାକୁ ଅଁଳାରୁ ଘିଅକୁ ଅଲଗା ହେବା ପଯ୍ୟର୍ନ୍ତ ରାନ୍ଧନ୍ତୁ।
  5. ଏବେ ପ୍ରସ୍ତୁତ ପେଷ୍ଟରେ ଗୁଡ ପକାଇ ୫ ମିନିଟ୍‌ ପଯ୍ୟର୍ନ୍ତ ରାନ୍ଧିବାକୁ ଦିଅନ୍ତୁ।
  6. ଏବେ ବାକି ସମସ୍ତ ମସଲାକୁ ପକାଇ ଧୀମା ଆଞ୍ଚରେ ଚିପଚିପା ହେବା ପଯ୍ୟର୍ନ୍ତ ଆଞ୍ଚରେ ବସାନ୍ତୁ।
  7. ଏବେ ଆପଣଙ୍କର ଚଓ୍ଵନପ୍ରାସ ପ୍ରସ୍ତୁତ ହୋଇଯାଇଛି।
Pritiparna

Recent Posts

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

14 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

18 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

51 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago