ଲାଇଫ୍ ଷ୍ଟାଇଲ୍

ପିଲାଙ୍କୁ ଚୁମ୍ବନ କରିବା ପୂର୍ବରୁ ଜାଣିରଖନ୍ତୁ ଏହିସବୁ କଥା, ନଚେତ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ

ଛୋଟ ପିଲା ସମସ୍ତଙ୍କୁ ଭଲ ଲାଗନ୍ତି। ସେମାନଙ୍କୁ ଦେଖିବା ମାତ୍ରେ ଗେଲ କିମ୍ବା କିସ୍‌ କରିବାକୁ ଇଚ୍ଛା ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଆପଣଙ୍କର ଏପରି ଭଲପାଇବାର ଶୈଳୀ ପିଲାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାଙ୍କୁ ଚୁମ୍ବନ କରିବା ଅନେକ ସମସ୍ୟା ଆଣିପାରେ। ତେବେ ଆସନ୍ତୁ ଜାଣିବା, ପିଲାଙ୍କୁ ଚୁମ୍ବନ କରିବା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପକାଇଥାଏ।

ମୁହଁ ଲାଲ ପଡିଯିବା : ପିଲାଙ୍କୁ କିସ୍‌ କରିବା ଦ୍ୱାରା ସେମାନଙ୍କ ତ୍ୱଚା ଲାଲ ପଡିଯାଏ। ଏହାର କାରଣ ହର୍ପିସ ସିପ୍ଲେକ୍ସନ ଭାଇରସ ଯୋଗୁଁ ହୋଇଥାଏ। ଏହାଯୋଗୁଁ ମୁହଁ କିମ୍ବା ଓଠ ପାଖରେ ଛୋଟ ଛୋଟ ଗୋଲ ଆକାରର ଚିହ୍ନ ହୋଇଯାଏ। ଯାହା ପରେ ତ୍ୱଚାର ଅଲଗା ଭାଗକୁ ମଧ୍ୟ ସଂକ୍ରମିତ ହୋଇଥାଏ। ନାକ, ଗାଲ ଏବଂ ଓଠ ପ୍ରଭୃତି ଅଙ୍ଗରେ ବ୍ୟାପିଥାଏ।

ଦାନ୍ତ ପୋକ ଲାଗିବା : ପିଲାଙ୍କୁ କିସ୍‌ କରିବା ଫଳରେ ଦାନ୍ତ ସମସ୍ୟା ଦେଖାଦିଏ। ପିଲାଙ୍କୁ କିସ୍‌ କରିବା ସମୟରେ ପାଟିରେ ଲାଳ ଉତ୍ପନ୍ନ ହୁଏ ଏବଂ ଏଥିରେ ଥିବା ଷ୍ଟପୋକୋକସ ମ୍ୟୁଟନ ନାମକ ବ୍ୟାକ୍ଟେରିଆ ପିଲାଙ୍କ ଦାନ୍ତକୁ ଖରାପ କରିଦିଏ।

ଇମ୍ୟୁନ ସିଷ୍ଟମ ଦୁର୍ବଳ କରିଦିଏ : ପିଲାଙ୍କୁ ଚୁମ୍ବନ କରିବା ଦ୍ୱାରା ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇଯାଏ। ଆପଣ କିସ୍‌ କରିବା ଫଳରେ ପିଲାଙ୍କ ଶରୀରକୁ କୀଟାଣୁ ପ୍ରବେଶ କରିପାରେ, ଯାହା ଯୋଗୁଁ ଏଭଳି ସମସ୍ୟା ଦେଖାଦିଏ।

ଫୁଡ ଆଲର୍ଜି : ଶିଶୁକୁ ଚୁମ୍ବନ କରିବା ଦ୍ୱାରା ଫୁଡ ଆଲର୍ଜି ମଧ୍ୟ ହୋଇପାରେ। ଯଦି ଆପଣ ଓଠରେ ଲିପିଷ୍ଟିକ ଲଗାଇ ପିଲାଙ୍କୁ କିସ୍‌ କରନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

Swagatika

Recent Posts

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

23 seconds ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

5 mins ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

24 mins ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

34 mins ago

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

44 mins ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା…

47 mins ago