ଆପଣଙ୍କ ପାଦ ମଧ୍ୟ ଦେଇଥାଏ ଅନେକ ରୋଗର ସଂକେତ, ଜାଣନ୍ତୁ ଏହି ରିପୋର୍ଟରୁ

ପ୍ରତ୍ଯେକ ଲୋକ ନିଜର ସ୍ବାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥାଆନ୍ତି। ଲୋକମାନେ ଶରୀରର ଛୋଟ ଛୋଟ ପରିବର୍ତ୍ତନର ଖାସ ଧ୍ୟାନ ରଖିଥାନ୍ତି, କିନ୍ତୁ ସବୁ ଲୋକ ନିଜର ପାଦକୁ ଅଣଦେଖା କରିଦିଅନ୍ତି। କଣ ଆପଣଙ୍କୁ ଜଣାଅଛି କି ପାଦ ମଧ୍ୟ ଆପଣଙ୍କର ସ୍ବାସ୍ଥ୍ୟକୁ ନେଇ ଅନେକ ରହସ୍ୟ ଖୋଲିଥାଏ। ପାଦ ଯନ୍ତ୍ରଣା ହେବା, ଫୁଲିବା, ଫାଟିବା ଆଦି ସ୍ବାସ୍ଥ୍ୟକୁ ଜଡିତ ଥିବା ଅନେକ ସମସ୍ୟାର ଇସାରା ହୋଇପାରେ।

ଯଦି ଆପଣଙ୍କ ପାଦର ନଖର ରଙ୍ଗ ବଦଳୁଥାଏ କିମ୍ବା ନଖରେ ଫଙ୍ଗସ କିମ୍ବା ଇନଫେକସନ ହେଉଛି, ତେବେ ଏହା ସୋର‌୍ୟାସିସ ଏବଂ ଏକ୍ଜିମା ରୋଗର ଇସାରା ଦେଇଥାଏ। ଏହା ଛଡା ନଖର ରଙ୍ଗ ହଳଦିଆ କିମ୍ବା ପାଦ ଫୁଲିବା ବା ପାଦରେ ପାଣି ଜମିବାର ଇସାରା ହୋଇପାରେ। ଯଦି ଆପଣଙ୍କ ପାଦର ନଖ ଗୁଡିକର ରଙ୍ଗ ବାରମ୍ବାର ବଦଳୁଥାଏ,ତେବେ ଏହାକୁ ଅଣଦେଖା କରିବ ଉଚିତ ନୁହେଁ।

ଏହା ସହ ପଢ଼ନ୍ତୁ : ସ୍ତ୍ରୀଙ୍କ ପାଦରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଅନେକ ଥର ଶରୀରରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେବା କାରଣରୁ ପାଦ ସବୁବେଳେ ଥଣ୍ଡା ରହିଥାଏ। ପାଦ ଥଣ୍ଡା ହେବା କାରଣରୁ ମଧୁମେହ, ଏନିମିୟା, ହ୍ରୁଦୟ ଜନିତ ରୋଗ ମଧ୍ୟ ହୋଇପରେ।

ଯଦି ଆପଣଙ୍କ ପାଦ ବାରମ୍ବାର ଯନ୍ତ୍ରଣା ହେଉଛି, ତେବେ ଏହାକୁ କେବେ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ। ଶରୀରରେ ମ୍ୟାଗ୍ନେସିୟମର ଅଭାବ ହେବାରେ ମଧ୍ୟ ପାଦର ଯନ୍ତ୍ରଣା ହୋଇଥାଏ। ଯଦି ଆପଣଙ୍କ ପାଦରେ ହେଉଥିବା ଘା‘ କିମ୍ବା ଖଣ୍ଡିଆ ଜଲଦି ଭଲ ହେଉନାହିଁ, ତେବେ ଏହା ମଧୁମେହ ଏବଂ ସୋର‌୍ୟାସି ରୋଗର ଇସାରା ହୋଇପାରେ। ସମୟ ଭିତରେ ଏହି ରୋଗର ଚିକିତ୍ସା ଅବଶ୍ୟ କରନ୍ତୁ।

ପାଦ ଫୁଲିବା କାରଣରୁ କିଡନୀ ରୋଗ ଏବଂ ଥାଇରଏଡ ମଧ୍ୟ ହୋଇପାରେ। ଏହାକୁ ଶୀଘ୍ର ଭଲ କରିବା ପାଇଁ ସମୟ ଭିତରେ ନିଜର ଚିକିତ୍ସକଙ୍କ ସହିତ ପରାମର୍ଶ କରନ୍ତୁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago