ଲାଇଫ୍ ଷ୍ଟାଇଲ୍

ମିନିଟରେ ପ୍ରସ୍ତୁତ କରନ୍ତୁ ଏହି ଡ୍ରିଙ୍କ୍‌, ଆପଣ ହୋଇଯିବେ ଏକଦମ୍‌ ରିଫ୍ରେସ୍‌

ଗରମରେ ଆପଣଙ୍କୁ ଆରାମ ଦେବ ଥଣ୍ଡା ଥଣ୍ଡା ଡ୍ରିଙ୍କସ। କାହିଁକିନା ଗରମରେ ସାଧା ପାଣି ପିଇବାକୁ ମନ ହୋଇନଥାଏ। ଏଥିପାଇଁ ଲୋକମାନେ ଅନେକ ପ୍ରକାର ହେଲଦି ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଲେମ୍ବୁ ପାଣି ଠାରୁ ନେଇ ପଇଡ ପାଣି ପର୍ଯ୍ୟନ୍ତ ଅନେକ ଡ୍ରିଙ୍କସ ସେବନ କରାଯାଏ। ଏମିତିରେ ଆପଣଙ୍କ ପାଇଁ ଆଉ ଏକ ସ୍ୱାଦିଷ୍ଟ ଡ୍ରିଙ୍କ୍ସ ନେଇ ଆସିଛୁ, ଯାହା ଆପଣଙ୍କୁ ଏକଦମ୍‌ ରିଫ୍ରେସ୍‌ କରିଦେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୬ ଡ୍ରପ କେଓ୍ଵଡା ଆସେନ୍ସ
  • ୨ ଚାମଚ ରୁହଅଫଜା
  • ୬-୭ଟି ଆଇସ୍‌ କ୍ୟୁବ୍‌
  • ଅଧା ଚାମଚ ଚିଆ ସିଡ୍ସ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଆମେ ସୁଗାର ସିରପ ପ୍ରସ୍ତୁତ କରିବେ। ଏଥିପାଇଁ ପାତ୍ରରେ ୪ କପ୍‌ ପାଣିରେ ଚିନି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  2. ଏହାପରେ ପ୍ରସ୍ତୁତ କରି ରଖିଥିବା ସିରପରେ ଲେମ୍ବୁ ରସ ମିଶାନ୍ତୁ।
  3. ସୁଗାର ସିରପରେ ୨ ଚାମଚ ରୁହଅଫଜା, ୧ ଚାମଚ କେଓ୍ଵଡା ଆସେନ୍ସ ମିକ୍ସ କରନ୍ତୁ।
  4. ଏବେ ଏହାଉପରେ ୨ ଗ୍ଲାସ ଥଣ୍ଡା ପାଣି ଏବଂ କଳା ଲୁଣ ମିକ୍ସ କରନ୍ତୁ।
  5. ଏହାପରେ ଅଧା ଗ୍ଲାସ ସୋଡା, ଆଇସ୍‌ କ୍ୟୁବ, ଅଧା ଚାମଚ ସିଡ୍ସ ପକାଇ ସର୍ଭ କରନ୍ତୁ।
  6. ଦେଖିବେ ଏହାକୁ ଥରେ ପିଇଲେ ସେ ଆପଣଙ୍କୁ ପ୍ରଶଂସାରେ ପୋତି ପକାଇବେ।

 

Pritiparna

Recent Posts

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

16 mins ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

21 mins ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

40 mins ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

50 mins ago

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

59 mins ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା…

1 hour ago