ଲାଇଫ୍ ଷ୍ଟାଇଲ୍

ତ୍ୱଚାରୁ ଭାଙ୍ଗ ଏବଂ କଳାଦାଗ ହେବ ଦୂର, ଏମିତି କରନ୍ତୁ ସୋରିଷର ବ୍ୟବହାର

ସୋରିଷର ବ୍ୟବହାର ଆପଣ କେବଳ ଖାଦ୍ୟ ପ୍ରସ୍ତୁତିରେ କରୁଥିବେ। ଏହା କେବଳ ଭୋଜନର ସ୍ୱାଦ ବଢାଇନଥାଏ, କିନ୍ତୁ ତ୍ୱଚାର ଦେଖାଶୁଣା ମଧ୍ୟ କରିଥାଏ। ସ୍କିନର ସୁପରଫୁଡ ଭାବେ କାମ କରିଥାଏ ସୋରିଷ। ସୋରିଷର ପ୍ରୟୋଗ ବ୍ୟୁଟି ପ୍ରଡକ୍ଟ ଭାବେ ମଧ୍ୟ ବ୍ୟବହାର କରାଯାଏ।
ସୋରିଷରେ ଥିବା ଭିଟାମିନ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାକୁ ହାଇଡ୍ରେଟ୍‌ କରିଥାଏ। ଏହା ତ୍ୱଚାକୁ ହାନି ପହଞ୍ଚାଉଥିବା ଅତି ବାଇଗଣୀ ରଶ୍ମୀ ଏବଂ ଫ୍ରି ରାଡିକିଲ୍ସରୁ ତ୍ୱଚାକୁ ରକ୍ଷା କରିଥାଏ। ଏହାକୁ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା ଚମକଦାର ହେବା ସହିତ ସୁସ୍ଥ ହୋଇଥାଏ। ଜାଣନ୍ତୁ ସୋରିଷ କିଭଳି ତ୍ୱଚାକୁ ଫାଇଦା ଦେଇଥାଏ ….

– ଗରମ ଦିନରେ ଆମ ତ୍ୱଚା ତୈଳାକ୍ତ ହୋଇଯାଏ ଏବଂ ସ୍କିନ ପୋର୍ସରେ ମଇଳା ଭରି ଯାଏ। ଫଳରେ ବ୍ରଣ ଏବଂ ବ୍ଲାକହେଡସ୍‌ ହେବାର ଅନେକ ସମସ୍ୟା ଦେଖାଦିଏ। ଏମିତି ସମସ୍ୟାରୁ ମୁକ୍ତି ଦେଇଥାଏ ସୋରିଷ। ସୋରିଷ ଏଗୁଡିକୁ ଏକ୍ସଫେଲିଏଟର ରୂପେ କାମ କରିଥାଏ। ଅନ୍ୟ ସ୍କ୍ରବ ଭଳି ଏହା ତ୍ୱଚାରୁ ଅତିରିକ୍ତ ତୈଳ ବାହାର କରିଦିଏ।

– ତ୍ୱଚାକୁ ହାନିକାରକ ଅତି ବାଇଗଣୀ ରଶ୍ମୀକୁ ରକ୍ଷା କରିବାରେ ସୋରିଷ ବେଶ ଲାଭଦାୟକ ହୋଇଥାଏ। ଅତି ବାଇଗଣୀ ରଶ୍ମୀ ସ୍କିନର ରଙ୍ଗକୁ ଡଲ୍‌ ହେବା ସହିତ କୁଣ୍ଡାଇ ମଧ୍ୟ ହୋଇଥାଏ। ଏହାଛଡା ସୋରିଷ ତ୍ୱଚାକୁ ଟୋନ କରିବାରେ ସହାୟକ ହୋଇଥାଏ।

– ସୋରିଷରେ ଆଣ୍ଟି ଫଙ୍ଗଲ ପ୍ରପୋଟିଜ, ସ୍କିନରେ ଥିବା ବ୍ୟାକ୍ଟେରିଆକୁ ସଫା କରିଥାଏ। ଏଡଶଖଉ ଚେହେରାରେ ଲଗାଇବା ପାଇଁ ପେଷ୍ଟ ତିଆରି କରି ୧ ଚାମଚ ନଡିଆ ତେଲ ମିଶାଇ ମୁହଁରେ ଲଗାନ୍ତୁ।

– ସ୍କିନକୁ ହାଇଡ୍ରେଟ କରିଥାଏ ସୋରିଷ। ଏଥିପାଇଁ ସୋରିଷକୁ ଆଲୋଭେରା ଜେଲ ସହିତ ମିଶାଇ ଲଗାଇବା ଉଚିତ।

କେମିତି ବନାଇବେ ସୋରିଷ ପ୍ୟାକ୍‌ :

ସାମଗ୍ରୀ : ସୋରିଷ, ଦହି, ମହୁ, କନଫ୍ଲୋର, ଲେମ୍ବୁ ରସ

ପ୍ରସ୍ତୁତି : ସୋରିଷ, ଦହି, ଲେମ୍ବୁ ରସ, ମହୁ ଏବଂ କନଫ୍ଲୋରକୁ ଏକା ସାଙ୍ଗରେ ଅଳ୍ପ ପାଣିଦେଇ ପେଷିଦିଅନ୍ତୁ। ଏହାକୁ ଚିକ୍କଣ ପେଷ୍ଟ ଭାବେ ପ୍ରସ୍ତୁତ କରି ମୁହଁରେ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ। ତାପରେ ୨୦ରୁ ୨୫ ମିନିଟ୍‌ ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ।

Swagatika

Recent Posts

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆସ୍ୱସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

4 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

20 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

21 mins ago

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

24 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

30 mins ago

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍‌): ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ । କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ  । ମୃତକ ହେଲେ ମନୋରଞ୍ଜନ…

30 mins ago