ରିଲାଏନ୍ସ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଅନୀଲ ଅମ୍ବାନୀ

ମୁମ୍ବାଇ : ଦେଶରେ ପରିଚିତ ବ୍ୟବସାୟୀମାନଙ୍କ ମଧ୍ୟରେ ଅନ୍ୟତମ ଅନୀଲ ଅମ୍ବାନୀ । କିନ୍ତୁ ଏହି ବ୍ୟବସାୟୀ ଜଣଙ୍କ ବର୍ତ୍ତମାନ ଦେବାଳିଆ ସ୍ଥିତିକୁ ଚାଲିଆସିଛନ୍ତି । ଏନେଇ ଗତକାଲି ନିଜ କମ୍ପାନୀ ରିଲାଏନ୍ସ ଲିମିଟେଡକୁ ସେ ଦେବାଳିଆ ଘୋଷିତ କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । କମ୍ପାନୀ ବିଭିନ୍ନ ଆଇନଗତ ନିଷ୍ପତି ଯୋଗୁଁ ଋଣ ପରିଶୋଧ କରିବାରେ ଅକ୍ଷମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାବ୍ୟତିତ କେହି କଂପାନିକୁ ଋଣ ଦେବାକୁ ରାଜି ହେଉନଥିବା ମଧ୍ୟ କୁହାଯାଇଛି। ରିଲାଏନ୍ସ ଲିମିଟେଡର ନିର୍ଦ୍ଦେଶକ ଗ୍ରୁପ ବୈଠକରେ ୧୮ ମାସ ବିତିବା ପରେ ମଧ୍ୟ କଂପାନି ତା’ର ସଂପତ୍ତି ବିକ୍ରି କରିବାରେ ଅସମର୍ଥ ହୋଇଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ରିଲାଏନ୍ସ ଲିମିଟେଡକୁ ଋଣ ଦେଇଥିବା ସଂସ୍ଥାମାନଙ୍କ ମଧ୍ୟରେ ମତଭେଦ ଲାଗିରହିଛି। ଏଥିନେଇ ସହମତି କରିବା ଲାଗି ୪୫ଟି ବୈଠକ ଅନୁଷ୍ଠିତ ହୋଇଛି। କିନ୍ତୁ ସେଥିରୁ କୌଣସି ସୁଫଳ ମିଳିନାହିଁ। ବୋର୍ଡ ନିଷ୍ପତ୍ତି ନେଇଛି ଯେ କଂପାନି ଏନ୍‌ସିଏଲ୍‌ଟି ମୁମ୍ବାଇ ଜରିଆରେ ଶୀଘ୍ର ଏହି ସମସ୍ୟାର ସମାଧାନ ଲାଗି ବିକଳ୍ପ ପନ୍ଥା ଖୋଜିବ।

Sonalisa

Recent Posts

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

1 min ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

5 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

8 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

44 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

56 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

60 mins ago