୨୦୨୪ ସୁଦ୍ଧା ପ୍ରତ୍ୟେକ ଘରେ ମିଳିବ ପାଣି, ରାଜ୍ୟ ସହ ମିଶି କାମ କରିବେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୨୦୨୪ବର୍ଷ ସୁଦ୍ଧା ଦେଶରେ ପ୍ରତ୍ୟେକ ଘରେ ପାଇପ୍ ଲାଇନ୍ ସାହାଯ୍ୟରେ ପାଣି ପହଞ୍ଚାଇବା ପାଇଁ ‘ଜଳ ଜୀବନ ମିଶନ’ ଦ୍ବାରା ରାଜ୍ୟ ସରକାରଙ୍କ ସହ ମିଶି କାମ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଶୁକ୍ରବାର ଦିନ ବଜେଟ୍ ରେ ଏହାର ସୂଚନା ଦେଇ କହିଛନ୍ତି ଏହି ମିଶନ ମାଧ୍ୟମରେ କେନ୍ଦ୍ର ଏବଂ ରାଜ୍ୟର ଯୋଜନାକୁ ଯୋଡିବା ପାଇଁ କାମ କରାଯିବ। ଏହାଦ୍ବାରା ସ୍ଥାନୀୟ ସ୍ତରରେ ଜଳ ପ୍ରବନ୍ଧନ ଲୋକମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବର୍ଷା ଜଳ ସଂରକ୍ଷଣ, ଭୂ-ଜଳ ସଂରକ୍ଷଣ ପାଇଁ କାମ କରିବ। ଏହା ବ୍ୟତୀତ ପରିବାରରେ କାମ ପାଇଁ ପାଣି ବା ଅବଶିଷ୍ଟ ଜଳକୁ କୃଷି କାର୍ଯ୍ୟରେ ପୂନଃ ପ୍ରୟୋଗ କରିବା ପାଇଁ ମଧ୍ୟ ବ୍ୟବହାର କରାଯିବ।

କେନ୍ଦ୍ର ସରକାରଙ୍କର ଭୁ-ଜଳ ସଂରକ୍ଷଣ ଏବଂ ପୂନର୍ଭରଣ ଉପରେ ବିଶେଷ ଦୃଷ୍ଟି ରହିବ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ସରକାର ଦେଶରେ ବିଭିନ୍ନ ଜିଲ୍ଲାର ଏଭଳି ବ୍ଲକକୁ ଲକ୍ଷ୍ୟ ରଖିଛନ୍ତି, ଯେଉଁଠାରେ ଅତ୍ୟାଧିକ ଜଳ ଅଭାବ କାରଣରୁ ପରିସ୍ଥିତି ଦୟନୀୟ ଅବସ୍ଥାରେ ପଡ଼ିରହିଛି। ସରକାର ଜଳ ଶକ୍ତି ଅଭିଯାନ ଦ୍ବାରା ଏହି ବ୍ଲକମାନଙ୍କରେ ସୁଧାର ଆଣିବା ପାଇଁ ବିଭିନ୍ନ ଯୋଜନାରେ ଅନ୍ତର୍ଗତ ଉପଲବ୍ଧ ଅର୍ଥ ରାଶି ସହ ପ୍ରତିପୂରକ ବନରୋପଣ ନିଧି ପ୍ରବନ୍ଧନ ଏବଂ ଯୋଜନା ପ୍ରାଧିକରଣ ଦ୍ବାରା ଉପଲବ୍ଧ ଅତିରିକ୍ତ ରାଶି ଖର୍ଚ୍ଚ କରିବାର ସମ୍ଭାବନା ରଖିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago