ପାକିସ୍ତାନର ନୂଆ ରହସ୍ୟ : ଆଇନାରେ ଦେଖା ଯାଉନାହିଁ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପତ୍ନୀଙ୍କ ମୁହଁ

ପାକିସ୍ତାନର ନୂଆ ରହସ୍ୟ । ପାକିସ୍ତାନୀ ଟିଭି ଚ୍ୟାନେଲ୍ କ୍ୟାପିଟାଲ ଟିଭିର ଅଦ୍ଭୁତ ଦାବି । ଆଇନାରେ ଦେଖା ଯାଉନାହିଁ ପାକିସ୍ତାନର ପ୍ରଥମ ମହିଳା ବୁଶରା ବିବିଙ୍କ ମୁହଁ । ପ୍ରଧାନମନ୍ତ୍ରୀ ବାସଭବନର ହାଉସ୍ ଷ୍ଟାଫଙ୍କ ଠାରୁ ଏହି ଖବର ମିଳିଥିବା ଜଣାପଡ଼ିଛି । ନ୍ୟୁୟର୍କରେ ହେବାକୁ ଥିବା ୭୪ ତମ UNGA ସେସନ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ ବୁଶରା ବିବିଙ୍କ ସହ ମକ୍କାରେ ଉମରାହ କରିଥିଲେ । ଏହି ସମୟରେ ବୁଶରା ବିବିଙ୍କୁ ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡା ଯାଇଥିବା ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ହେବାର ୬ ମାସ ପୂର୍ବରୁ ଇମରାନ୍‌ ଖାନ୍ ବୁଶରା ବିବିଙ୍କୁ ବିବାହ କରିଥିଲେ । ସୂଚନା ଅନୁସାରେ ବୁଶରା ହେଉଛନ୍ତି ଜଣେ ଆଧ୍ୟାତ୍ମିକ ଗୁରୁ । ତାଙ୍କ ଯାଦୁ ବିଦ୍ୟା ଯୋଗୁ ଆଇନାରେ ମୁହଁ ଦେଖା ଯାଉନଥିବା ଜଣାପଡ଼ିଛି । ସେ ୫ଟି ପିଲାର ମା’ ଓ ତାଙ୍କ ବୟସ ୪୦ ବର୍ଷ । ଇମରାନ୍‌ ଖାନ୍ ବୁଶରା ବିବିଙ୍କୁ ତୃତୀୟ ବିବାହ କରିଛନ୍ତି ।

Pritiparna

Recent Posts

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

3 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

30 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

43 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago