ନୂଆଦିଲ୍ଲୀ : ବିମାନ ଉଡାଣ ରଦ୍ଦକୁ ନେଇ ଯାତ୍ରୀ ଅସନ୍ତୋଷ । ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ । ବିମାନ ରଦ୍ଦ ଯୋଗୁ ୧୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଦିଲ୍ଲୀରୁ ଝାରସୁଗୁଡା ଆସୁଥିବା ସ୍ପାଇସ ଜେଟ ବିମାନରେ ଝାରସୁଗୁଡା ଆସିବାକୁ ଅପେକ୍ଷା କରି ଦିନ ୧୨ ଟାରୁ ରାତି ୧୦ଟା ହେବା ସତ୍ତ୍ୱେ ବି ବିମାନ ଛାଡି ନଥିଲା।
ବାରମ୍ବାର ସମୟ ନିର୍ଘଣ୍ଟ ବଦଳାଇବା ପରେ ରାତି ୧୦ଟାରେ ବିମାନକୁ ସମ୍ପୁର୍ଣ୍ଣ ବାତିଲ କରାଯାଇଥିଲା। ଫଳରେ ଶତାଧିକ ଯାତ୍ରୀ ହଇରାଣ ହେଉଛନ୍ତି। ଆଉ ଏହି ଯାତ୍ରୀମାନେ ହିଁ ଦିଲ୍ଲୀ ବିମାନବନ୍ଦରରେ ଅଟକି ରହିଛନ୍ତି ଯାତ୍ରୀ।
ଏହା ପୂର୍ବରୁ ମଧ୍ୟ ନଭେମ୍ବର ୧୦ ତାରିଖରେ ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ବୈଷୟିକ ତ୍ରୁଟି କାରଣରୁ ଅଧାରାସ୍ତାରୁ ଫେରିଥିଲା ସ୍ପାଇସଜେଟ୍ ବିମାନ।
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…
ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…
ରାୟଗଡ଼ା(କେନ୍ୟୁଜ୍): ବସ୍ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍ଷ୍ଟାଣ୍ଡରେ ଜଳିଗଲା ବସ୍ । ରାୟଗଡ଼ା ଜିଲ୍ଲା…
ପୁରୀ(କେନ୍ୟୁଜ୍): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…
ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…