Spicejet flight

ବିମାନ ଟଏଲେଟରେ ଦେଢ ଘଣ୍ଟା ଫସିଲେ ଯାତ୍ରୀ, ଅବତରଣ କରିବା ପରେ ଡୋର ତାଡି ହେଲେ ଉଦ୍ଧାର

ବିମାନର ଟଏଲେଟରେ ଦେଢ ଘଣ୍ଟା ଫସିଲେ ଯାତ୍ରୀ । ଟଏଲେଟ ଗେଟ୍‌ରେ କିଛି ତ୍ରୁଟି ଯୋଗୁଁ ଯାତ୍ରୀ ଜଣକ ଭିତରେ ଦେଢ ଘଣ୍ଟା କାଳ ଫସି ରହିଥିଲେ…

5 months ago

ଲାକ୍ଷାଦ୍ୱୀପ ଏବଂ ଅଯୋଧ୍ୟା ପାଇଁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ, ସିଇଓ କଲେ ଘୋଷଣା

ଗତ କିଛିଦନରୁ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପକୁ ଛାଡି ଲାକ୍ଷାଦ୍ୱୀପ ଯିବାକୁ ପସନ୍ଦ କରୁଛନ୍ତି । ଏହାସହିତ…

5 months ago

ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ, ହନ୍ତସନ୍ତ ହେଲେ ୧୪୦ରୁ ଊର୍ଦ୍ଧ୍ବ ଯାତ୍ରୀ

ନୂଆଦିଲ୍ଲୀ : ବିମାନ ଉଡାଣ ରଦ୍ଦକୁ ନେଇ ଯାତ୍ରୀ ଅସନ୍ତୋଷ । ଦିଲ୍ଲୀରୁ ଝାରସୁଗୁଡା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ । ବିମାନ ରଦ୍ଦ…

6 months ago

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ, କରାଚୀରେ ବିମାନଟି ଜରୁରୀ ଅବତରଣ କରିବାରୁ ବଞ୍ଚିଗଲା ଜୀବନ

ଅହମ୍ମଦାବାଦରୁ ଦୁବାଇ ଯାଉଥିବା ସ୍ପାଇସଜେଟ ବିମାନରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌ । ୨୭ ବର୍ଷୀୟ ଯୁବକଙ୍କୁ ହୃଦଘାତ ହେବା ପରେ ବିମାନଟିକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରିବାକୁ…

7 months ago

ବ୍ୟାଙ୍କକ୍‌ ଯାଉଥିବା SpiceJet ବିମାନର ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଲା, କୋଲକାତା ବିମାନବନ୍ଦରରେ କଲା ଜରୁରୀ ଅବତରଣ

ବ୍ୟାଙ୍କକ୍‌ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନର ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା, ଯାହାପରେ ବିମାନକୁ ରବିବାର ବିଳମ୍ବିତ ରାତିରେ ଜରୁରୀକାଳୀନ ସ୍ଥିତିରେ କୋଲକାତା ବିମାନବନ୍ଦରରେ…

1 year ago

ସ୍ପାଇସ ଜେଟ୍‌ ବିମାନରେ ଏୟାର ହଷ୍ଟେସଙ୍କୁ ଦୁର୍ବ୍ୟବହାର କରିବା ଯାତ୍ରୀଙ୍କୁ ପଡିଲା ମହଙ୍ଗା, ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ

ସ୍ପାଇସଜେଟ ବିମାନରେ ମହିଳା କ୍ୟାବିନ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।ଗିରଫ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ଅବସର…

1 year ago

ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଡିଜିସିଏ, ୧୮ ଦିନ ମଧ୍ୟରେ ଏହା ୮ମ ଯାନ୍ତ୍ରିକ ତ୍ରୁଟି

ସ୍ପାଇସ୍‌ ଜେଟ୍‌କୁ ଦୁର୍ଦ୍ଦଶା। ସ୍ପାଇସ୍‌ଜେଟ୍‌ ବିମାନରେ ପୁଣି ତ୍ରୁଟି। ଆଜି ଚୀନ ଯାଉଥିବା ବେଳେ ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନର ରାଡାର ଫେଲ୍‌ ହୋଇଥିଲା। କାର୍ଗୋ ବିମାନର ପାଣିପାଗ…

2 years ago

ଭାରତର ବିମାନ ପହଞ୍ଚିଗଲା ପାକିସ୍ତାନରେ, ମଝି ଆକାଶରେ କାମ କଲାନି ଇଣ୍ଡିକେଟର କରାଚିରେ କଲା ଜରୁରୀ ଲ୍ୟାଣ୍ଡିଂ

ସ୍ପାଇସ୍‌ଜେଟର ଏକ ବିମାନରେ ସମସ୍ୟା ଦେଖା ଦେବାରୁ ଏହାକୁ ପାକିସ୍ତାନର କରାଚିରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଇବାକୁ ପଡ଼ିଛି। ଏହି ବିମାନ (SG-11) ଦିଲ୍ଲୀରୁ ଦୁବାଇ ଯାଉଥିଲା। ହେଲେ…

2 years ago

ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟ ବିମାନରେ ଧୂଆଁ, ଜରୁରୀ ଅବତରଣ କଲା ବିମାନ

ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ବଡ ଦୁର୍ଘଟଣାରୁ ବଞ୍ଚିଯାଇଛି। ଖାସ୍‌ ଏଥିପାଇଁ ବିମାନ ଜରୁରୀ ଅବତରଣ କରିଛି । ସୂଚନା ଅନୁସାରେ, ବିମାନଟି…

2 years ago

ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ, ପାଟନାରୁ ଦିଲ୍ଲୀ ଯାଉଥିବା ବେଳେ ମଝି ଆକାଶରେ ହୁତୁ ହୁତୁ ହୋଇ ଜଳିଲା

ପାଟନା: ସ୍ପାଇସ୍‌ ଜେଟ୍‌ରେ ନିଆଁ। ବିମାନରେ ନିଆଁ ଲାଗିବାରୁ କରାଗଲା ଜରୁରୀକାଳୀନ ଲ୍ୟାଣ୍ଡିଂ। ବିହାର ପାଟନାରୁ ସ୍ପାଇସ୍‌ ଜେଟ୍‌ର ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି।…

2 years ago

ଦିଲ୍ଲୀରେ ଅଘଟଣ : ଉଡ଼ାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଗଲା ବିମାନ, ଯାତ୍ରୀ ସୁରକ୍ଷିତ

ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ଯାତ୍ରୀବାହୀ ବିମାନର…

2 years ago

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଝାରସୁଗୁଡା ଏୟାରପୋର୍ଟରୁ ସ୍ପାଇସ ଜେଟ୍‌ ଆରମ୍ଭ କରିବ ବିମାନ ସେବା

ଝାରସୁଗୁଡା : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡା ବିମାନ ବନ୍ଦରରୁ ସ୍ପାଇସ ଜେଟ୍‌ ବିମାନ ସେବା ଆରମ୍ଭ କରିବ । ୧୨ ତାରିଖରୁ…

3 years ago