ଦେଶ ବିଦେଶ

ଜମ୍ମୁ କଶ୍ମୀର : ଖାଇକୁ ଖସିଲା ଗାଡି, ୨ ମୃତ, ୧୩ ଆହତ

ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜମ୍ମୁର ରିୟସୀ ଜିଲ୍ଲାରେ ଏକ ଗାଡି ଖାଇକୁ ଖସିପଡିବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ବୋଲି ସୂଚନା ମିଳିଛି ।

ଖବର ମୁତାବକ, ଗାଡିଟି ରାସ୍ତାରୁ ଖାଇକୁ ଖସିପଡିଥିଲା । ଫଳରେ ଘଟଣା ସ୍ଥଳର ୨ ଜଣ ମରିଥିବା ବେଳେ ୧୩ ଆହତ ହୋଇଥିଲେ । ଦୁଘଁଟଣଶ ପରେ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଇଥିଲେ ବୋଲି ପୋଲିସ କହିଛି ।

ଏହାପୂର୍ବରୁ ୭ ତାରିଖରେ ଜମ୍ମୁର ଗୋନ୍ଦରବଲ ଜିଲ୍ଲାରେ ଏକ ଗାଡି ଖାଇକୁ ଖସିପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଶୀତଦିନରେ କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଜୀବନ ଅକାରଣରେ ଚାଲିଯାଉଛି ।

Swagatika

Recent Posts

ଛତିଶଗଡ଼: ନାରାୟଣପୁରରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିପାତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । କୁତୁଲ…

11 mins ago

କାଉ ବଂଶ ଲୋପ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନିଆ ସରକାର, ଜାଣନ୍ତୁ କାହିଁକି

ଭାରତୀୟ କାଉଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି କେନିଆ ସରକାର । କେନିଆ ବନ୍ୟପ୍ରାଣୀ ସେବା (କେଡବ୍ଲ୍ୟୁଏସ୍) କହିଛି ଯେ…

29 mins ago

ନିଟ୍‌ ପେପର ଲିକ୍‌ ମାମଲା : ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ, ୯ ଛାତ୍ରଙ୍କୁ ପଚରାଉଚରା ପାଇଁ ପଠାଇଲା ନୋଟିସ

ନିଟ୍‌ ପେପର ଲିକ୍‌ ମାମଲାରେ ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ ପରୀକ୍ଷାର୍ଥୀଙ୍କ ପାଖକୁ ନୋଟିସ ପଠାଇଛି…

58 mins ago

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ତାତିଲେ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର

ଜଳେଶ୍ୱର(କେନ୍ୟୁଜ): ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ସରପଞ୍ଚଙ୍କ ବଦଳରେ ତାଙ୍କ ଶ୍ବଶୁର ପଞ୍ଚାୟତରେ…

1 hour ago

ଆଜି ରଜ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପୁରୀ (କେନ୍ୟୁଜ): ଆଜି ପବିତ୍ର ରଜ ସଂକ୍ରାନ୍ତି ।  ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ।  ଭକ୍ତ ଶ୍ରଦ୍ଧାଳୁମାନେ…

1 hour ago

କୁଏତ ଅଗ୍ନିକାଣ୍ଡ: ଭୁବନେଶ୍ବରରେ ପହଞ୍ଚିଲା ମୃତକଙ୍କ ପାର୍ଥିକ ଶରୀର, ୪ ଲକ୍ଷ ଟଙ୍କା ସହୟତା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିକ ଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛି । ଶ୍ରଦ୍ଧାଞ୍ଜଳି…

1 hour ago