ନିଯୁକ୍ତି

ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଚାକିରି : ୫୦୦ ପଦବୀରେ ଆବେଦନ ଶେଷ ତାରିଖ ୨୫ ଫେବ୍ରୁଆରୀ, ଶୀଘ୍ର କରନ୍ତୁ ଆବେଦନ

ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ୫୦୦ ମାନେଜର ପଦବୀ ପାଇଁ ଆବେଦନ ପ୍ରକିୟା ୨୫ ଫେବ୍ରୁଆରୀରେ ଶେଷ ହେବାକୁ ଯାଉଛି । ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ସହ ଅନଲାଇନରେ ଆବେଦନ କରନ୍ତୁ । ଆବେଦନ ପୂର୍ବରୁ ଜାଣନ୍ତୁ ଯୋଗ୍ୟତା ଓ ମାନଦଣ୍ଡ । ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଜେନେରାଲ ବ୍ୟାଙ୍କିକ୍‌ ଷ୍ଟ୍ରିମରେ କ୍ରେଡିଟ ଅଫିସର ଓ ସ୍ପେଷାଲିଷ୍ଟ ଷ୍ଟ୍ରିମର ଆଇଟି ଅଫିସରଙ୍କ ପାଇଁ ମୋଟ ୫୦୦ ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ୨୫ ଫେବ୍ରୁଆରୀ ୨୦୨୩ ରହିଛି । ତେଣୁ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

ଯୋଗ୍ୟତା :

• ବ୍ୟାଙ୍କିଙ୍ଗ୍‌ ଷ୍ଟ୍ରିମରେ କ୍ରେଡିଟ ଅଫିସର – ଏହି ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ହେବା ଜରୁରୀ ।

• ଷ୍ପେସାଲିଷ୍ଟ ଷ୍ଟ୍ରିମରେ ଆଇଟି ଅଫିସର – ପଦବୀ ପାଇଁ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ସାଇନ୍ସ, ଆଇଟି ବା କମ୍ପ୍ୟୁଟର ଆପ୍ଲିକେସନ କିମ୍ବା ଅନ୍ୟ ସମ୍ପର୍କିତ ବିଷୟରେ ସ୍ନାତକ ହେବା ଜରୁରୀ । କିମ୍ବା କୌଣସି ବିଷୟରେ ସ୍ନାତକ ସହ ସମ୍ପର୍କିତ ବିଷୟରେ ପିଜି କିମ୍ବା ଡିଏଫ୍‌ ବି ଲେବଲ ଉତ୍ତୀର୍ଣ୍ଣ ହୋଇଥିବା ଦରକାର ।

ବୟସ – ଉଭୟ ପଦବୀ ପାଇଁ ବୟସ ୨୦ ବର୍ଷରୁ କମ୍‌ ଓ ୨୯ ବର୍ଷରୁ ଅଧିକ ନ ହୋଇଥିବା ଦରକାର ।

ଆବେଦନ ଶୁଳ୍କ : ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ଶୁଳ୍କ ଓ ଏସଟି , ଏସସି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ଶୁଳ୍କ ଅନଲାଇନ ମାଧ୍ୟମରେ ପଇଠ ହେବା ଦରକାର ।

ଆବେଦନ ପତ୍ର ପ୍ରିଣ୍ଟିଂ କରିବାର ଶେଷ ତାରିଖ – ୧୨.୦୩.୨୦୨୩

ଅନଲାଇନ ଫି ପଇଠ ତାରିଖ – ୧୧.୦୨.୨୦୨୩ ରୁ ୨୫.୦୨.୨୦୨୩

ଅଧିକ ସୂଚନା ଜାଣିବା ପାଇଁ େଓ୍ଵବସାଟ୍‌ bankofindia.co.in ଦେଖନ୍ତୁ ।

Niharanjan

Recent Posts

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

1 min ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

1 min ago

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

23 mins ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

42 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

44 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

1 hour ago