ମହିଳାଙ୍କ ବେଡରୁମ୍‌ ଲାଇଫକୁ ନଷ୍ଟ କରିଦିଏ ମଦ, କମାଏ ଯୌନ ସନ୍ତୁଷ୍ଟି

ଅଧିକ ମାତ୍ରାରେ ମଦ୍ୟପାନ କରିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। କିନ୍ତୁ ମହିଳାମାନେ ଅଧିକ ମଦ୍ୟପାନ କରିବା ସେକ୍ସ ଲାଇଫ୍‌କୁ ମଧ୍ୟ ପ୍ରଭାବିତ କରିଥାଏ। ମଦ୍ୟପାନ କରିବା ଦ୍ୱାରା ଏହା ଆମ ବୁଝି ବିଚାର କରିବା କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏମିତିରେ ଅଧିକ ମଦ୍ୟପାନ କରିବା ଦ୍ୱାରା ମହିଳାମାନେ ନିଜର ବୁଝି ବିଚାରି କାମ କରିବା କ୍ଷମତା କମ୍‌ କରିବସନ୍ତି। ଏଥିପାଇଁ କେବେ କେବେ ମହିଳାମାନେ ଅନିଚ୍ଛାକୃତ ଗର୍ଭର ସାମ୍ନା କରନ୍ତି।

ମଦ୍ୟପାନର ପ୍ରଭାବ କେବଳ ମସ୍ତିଷ୍କ ନୁହେଁ ବରଂ ଶରୀର ଉପରେ ମଧ୍ୟ ପଡିଥାଏ। ଅଧିକ ପିଇବା ଦ୍ୱାରା ମହିଳାମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏଥିପାଇଁ ସେମାନେ କମ୍‌ ସମୟରେ ମଧ୍ୟରେ ନିଜର ମନକୁ ଶାନ୍ତି କରିଦିଅନ୍ତି।

କେବଳ ଏତିକି ନୁହେଁ, ମଦ୍ୟପାନ କରିବା ଦ୍ୱାରା ରକ୍ତ ସଂଚାଳନ ଠାରୁ ଆରମ୍ଭ କରି ଯୌନ ସନ୍ତୁଷ୍ଟି ଉପରେ ଧ୍ୟାନ ଦେବା ହ୍ରାସ କରିଦିଏ। ଯେଉଁଥିପାଇଁ ଆପଣଙ୍କ ସେକ୍ସ ଲାଇଫ ଯନ୍ତ୍ରଣା ଦାୟକ ହୁଏ। ଏପରି ସ୍ଥିତିରେ ରଫ୍‌ ସେକ୍ସ ଆପଣଙ୍କ ପ୍ରାଇଭେଟ ପାର୍ଟକୁ କ୍ଷତି ପହଞ୍ଚାଏ। ଏକ ରିସର୍ଚ୍ଚ ମୁତାବକ, ଯଦି ମହିଳାମାନେ ସୀମିତ ମାତ୍ରାରେ ମଦ୍ୟପାନ କରନ୍ତି , ତେବେ ତାହା ଯୌନ ସମ୍ପର୍କ ରଖିବାର ଇଚ୍ଛାକୁ ବଢାଇଥାଏ।

Swagatika

Recent Posts

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

3 mins ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

13 mins ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

43 mins ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

1 hour ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

1 hour ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

2 hours ago