ରିଲେସନସିପ

ବେଡ୍‌ରୁମ୍‌ ଲାଇଫ୍‌କୁ ଅଧିକ ରଙ୍ଗୀନ କରିବାରେ ସାହାଯ୍ୟ କରେ ଯୋଗ, ଜାଣନ୍ତୁ ଶରୀର ଉପରେ ଏହାର ପ୍ରଭାବ

ଯୋଗ କରିବା ଦ୍ୱାରା ଶରୀରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ସଠିକ୍‌ ଉପାୟରେ ଯୋଗ ପ୍ରାଣାୟାମ କଲେ ଏହାର କୌଣସି ସାଇଡ୍‌ ଇଫେକ୍ଟ ପଡ଼ିନଥାଏ। ଶରୀରକୁ ଫିଟ୍‌ ରଖିବା ସହ ହେଲଦି ରଖିବାରେ ଯୋଗ ସାହାଯ୍ୟ କରେ। କେବଳ ଶରୀର ପାଇଁ ନୁହେଁ ବେଡ୍‌ରୁମ୍‌ ଲାଇଫ୍‌ ପାଇଁ ମଧ୍ୟ ଯୋଗର ଆବଶ୍ୟକତା ରହିଛି। ଯୋଗ କରିବା ଦ୍ୱାରା ସେକ୍ସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ଯୋଗର ଶାରୀରିକ ସମ୍ବନ୍ଧ ଉପରେ ପ୍ରଭାବ ସମ୍ପର୍କରେ…

ଓ୍ଵିଲିୟମ୍‌ ବ୍ରାଡଙ୍କ ପୁସ୍ତକ ‘ଦ ସାଇନ୍ସ ଅଫ୍‌ ଯୋଗ’ ମୁତାବକ ନିୟମିତ ଯୋଗ କରିବା ଦ୍ୱାରା ଶରୀରରେ ଯୌନ ଇଚ୍ଛା ବୃଦ୍ଧି ପାଏ। ଯୋଗ କରିବା ଫଳରେ ପେଲ୍ଵିକ ଏରିଆରେ ରକ୍ତ ସଞ୍ଚାଳନ ବଢ଼ିଥାଏ।

ଶାରୀରିକ ଉର୍ଜାକୁ ନିୟନ୍ତ୍ରିତ କରିବାରେ ଯୋଗ ସାହାଯ୍ୟ କରେ। ଏହି ଉର୍ଜାର ବ୍ୟବହାର ସମ୍ବନ୍ଧ ବେଳେ ହୋଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଯେତେ ଅଧିକ ଯୋଗ କରିବେ ଯୌନ ସମ୍ପର୍କ ଉପରେ ସେତେ ଅଧିକ ପ୍ରଭାବ ପଡ଼ିବ ଓ ଧୀରେ ଧୀରେ ଯୌନ ସମସ୍ୟା ଦୂର ହେବ।

ଯୌନ ବିଶେଷଜ୍ଞଙ୍କ ମୁତାବକ ଯୋଗର ପ୍ରଭାବ ସାରା ଶରୀର ଉପରେ ପଡ଼ିବା ଫଳରେ ଶରୀର ଆକ୍ଟିଭ ରହେ ଓ ଶାରୀରିକ ସମ୍ପର୍କ ପାଇଁ ଇଚ୍ଛା ଜାଗ୍ରତ ହୋଇଥାଏ।

ଯୋଗ କରିବା ଦ୍ୱାରା ଷ୍ଟ୍ରେସ୍‌ ଓ ଏନ୍‌ଜାଇଟି କମ୍‌ ହୋଇଥାଏ। ଏହା ପୁରୁଷଙ୍କ ପ୍ରୋଷ୍ଟେଟ୍‌ ହେଲଥ୍‌ ପାଇଁ ଉତ୍ତମ ହୋଇଥାଏ।

ନିୟମିତ ଯୋଗ କରିବା ଦ୍ୱାରା ପୁରୁଷଙ୍କ ଶରୀରରେ ଶୁକ୍ରାଣୁର ମାତ୍ରା ମଧ୍ୟ ବୃଦ୍ଧି ପାଏ। କହିବାକୁ ଗଲେ ପୁରୁଷଙ୍କ ନପୁଂସକତା ଦୂର କରିବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଯୌନ ଇଚ୍ଛା ବୃଦ୍ଧି ପାଇଁ ଆପଣ ବଟର ଫ୍ଲାଏ ପୋଜ୍‌ ବା ତିତିଲି ଆସନ, ମାଉଣ୍ଟେନ୍‌ କ୍ଲାଇମ୍ବିଂ ପୋଜ୍‌, ଭୁଜଙ୍ଗାସନ ଓ ସେତୁବନ୍ଧାସନ କରିପାରିବେ।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

12 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago