Categories: ସ୍ପେଶାଲ

କବରରେ ରହିବାକୁ ଲାଗିଲେଣି ହଂଗକଂଗର ବାସିନ୍ଦା, ଜାଣନ୍ତୁ କେତେ ଏହାର ଦାମ୍‌

ହଂଗକଂଗରେ ଲୋକମାନେ ବାସ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଅଧିକାଂଶ ଲୋକମାନେ କଫିନ୍‌ ରେ ଘରି କରିବା ରହିବା ପାଇଁ ବାଧ୍ୟ ହୋଇଛନ୍ତି। ୧୫ ସ୍କୋୟାର ଫୁଟର ଏହି କବର ବକ୍ସରେ ଲୋକମାନେ ନିଜ ଜୀବନ ଅତିବାହିତ କରୁଛନ୍ତି। ତେବେ ଜାଣନ୍ତୁ କିପରି ଏଠାରେ ସେମାନେ ବାସ କରୁଛନ୍ତି।

ବାସ ସ୍ଥାନର ମୂଲ୍ୟ ଦିନକୁ ଦିନ ବଢୁଥିବାରୁ ବଡ ବଡ ଦେଶ ଏବଂ ସହରର ସ୍ଥିତି ଖରାପ ହେବାରେ ଲାଗିଛି। ଯେଉଁ ସ୍ଥାନ ଯେତିକି ଉନ୍ନତ ହେଉଛି ସେଠାର ଜମିର ଏକ ଛୋଟ ଅଂଶ ମଧ୍ୟ ସେତିକି ମଧ୍ୟ ତାଠାରୁ ଅଧିକ ରହିଛି। ହଂଗକଂଗ ସହରରେ ମଧ୍ୟ ଏହି ଅସୁବିଧା ଦେଖିବାକୁ ମିଳିଛି। ପାଖାପାଖି ୭.୫ ମିଲିୟନ ଅଞ୍ଚଳରେ ଲୋକମାନେ ଏଭଳି ଗୋଟିଏ ବଡ କଫିନ୍‌ ଭିତରେ ହିଁ ବାସ କରୁଛନ୍ତି। କଫିନ୍‌ ତିଆରି କରୁଥିବା ଲୋକମାନେ ରିୟଲ ଏଷ୍ଟେଟ ସହ ସମ୍ପର୍କ ରଖିଥାନ୍ତି। ଏହି କଫିନ୍‌ ବା କବର ତିଆରି କରିବା ପାଇଁ ଲୋକମାନେ ପାଖାପାଖି ୪୦୦ ସ୍କୋୟାର ଫୁଟ୍‌ ଘର କିଣିଥାନ୍ତି। ତାପରେ ସେହି ସ୍ଥାନକୁ କଫିନ୍‌ କ୍ୟୁବିକଲରେ ବଦଳେଇଥାନ୍ତି। ଏହି ବେଡର ମୂଲ୍ୟ ପାଖାପାଖି ୧୭ ହଜାର ୭୮୧ ଟଙ୍କା।

ଏହି ସ୍ୱତନ୍ତ୍ର ଧରଣର କବର ଘରେ କେବଳ ଜଣେ ଲୋକ ନୁହେଁ ବରଂ ପୁର ପରିବାର ରହିପାରିବେ। ହଂଗକଂଗରେ ଅଣ୍ଡରପ୍ରିଭିଲେଜ୍ଡ ଲୋକମାନଙ୍କ ଜୀବନକୁ ସୁନ୍ଦର କରିବା ପାଇଁ କାମ କରୁଥିବା ଲୋକମାନେ ଗୋଟିଏ ଏନଜିଓ ଦ ସୋସାଇଟି ଫର କମ୍ୟୁନିଟୀ ଅର୍ଗାନାଇଜେସନ ଅନୁସାରେ ପାଖାପାଖି ୨ ଲକ୍ଷ ଲୋକମାନଙ୍କ ମଧ୍ୟରୁ ୪୦ ହଜାର ପିଲା ଏହି ଘରେ ରହୁଛନ୍ତି।

ଏହାସହ ପଢନ୍ତୁ: ଅନ୍ତରୀକ୍ଷକୁ ଯିବାପରେ ମହାକାଶଚାରୀଙ୍କ ଶରୀରରେ ଦେଖାଦିଏ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ

ଏଠାରେ ରହୁଥିବା ଅଧିକାଂଶ ଲୋକମାନେ କୌଣସି ରେଷ୍ଟୁରାଣ୍ଟ, ସପିଂଗ ମଲ୍‌ ରେ ସିକ୍ୱୋରିଟୀ ଗାର୍ଡ ଏବଂ ଡେଲିଭରୀ କାମ କରିଥାନ୍ତି। ଘର ଗୁଡିକ ଏତେ ଛୋଟ ଯେ ୬ ଫୁଟ୍‌ ଉଚ୍ଚାର ଜଣେ ଲୋକ ମଧ୍ୟ ସଠିକ୍‌ ଭାବେ ଛିଡା ହୋଇପାରିବେ ନାହିଁ। ଅଧିକ ଡେଙ୍ଗା ଲୋକମାନେ ମଧ୍ୟ ଶୋଇବାରେ ଅସୁବିଧା ହୋଇଥାଏ।

KNews Bureau

Recent Posts

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 min ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

7 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

16 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

39 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

1 hour ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago