ସ୍ପେଶାଲ

ମାସ୍କ ପିନ୍ଧୁ ନଥିବା ଲୋକେ ହୋଇଯାନ୍ତୁ ସତର୍କ, ବାୟୁ ଦ୍ୱାରା ବ୍ୟାପୁଛି କରୋନା ଭାଇରସ୍‌ !

କରୋନା ଭାଇରସକୁ ନେଇ ଏକ ନୂଆ ଏବଂ ଏକଦମ୍‌ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି। ଯାହାକୁ ଶୁଣିବା ପରେ ହୁଏତ ଆପଣଙ୍କର କରୋନାକୁ ନେଇକି ଚିନ୍ତା ଆହୁରି ଅଧିକ ଗୁଣା ବଢ଼ିଯିବ। ପ୍ରାୟ ୨୦୦ରୁ ଅଧିକ ବୈଜ୍ଞାନିକ ଦାବି କରିଛନ୍ତି ଯେ କରୋନା ଭାଇରସ ବାୟୁ ମାଧ୍ୟମରେ ବ୍ୟାପିପାରେ। ଅର୍ଥାତ ବାୟୁରେ ଥିବା ସୂକ୍ଷ୍ମତମ ଭାଇରସ ଦ୍ୱାରା ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ଏକ ରିପୋର୍ଟ ଅନୁଯାୟୀ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ବାୟୁ ମାଧ୍ୟମରେ ଏହି ଭାଇରସ୍‌ ବ୍ୟାପିପାରେ ବୋଲି ଦାବି କରିଛନ୍ତି ଏବଂ ସଂଗଠନ ଦ୍ୱାରା ନିଜର ରିପୋର୍ଟ ଏବଂ ନିୟମରେ ପରିବର୍ତ୍ତନ କରିବାକୁ କହିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ WHO ଜଣାଇଛି ଯେ କରୋନା ଭାଇରସ ଦ୍ୱାରା ବ୍ୟାପୁଥିବା କୋଭିଡ ୧୯ ମହାମାରୀ ଭାଇରସ ଜଣେ ବ୍ୟକ୍ତିଙ୍କ କାଶ, ଛିଙ୍କ କିମ୍ବା କଥା ମାଧ୍ୟମରେ ତାଙ୍କ ନାକ ଏବଂ ମୁହଁରୁ ବାହାରୁ ଡ୍ରପଲେଟ୍ସ ଜରିଆରେ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। କିନ୍ତୁ ଆସ୍ୱସ୍ତିକର ଖବର ହେଉଛି କରୋନାଭାଇରସ ବାୟୁ ଦ୍ୱାରା ବ୍ୟାପିବାର ଦାବିକୁ WHO ଖାରଜ ଖରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା କଥା ଯେ ଭାଇରସର ବଡ ବଡ କଣିକା ଦ୍ୱାରା ବ୍ୟାପିଥାଏ ଏବଂ ଏହି କଣିକା ଏତେ ବି ହାଲକା ନୁହେଁ ଯେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ସହଜରେ ପହଁଚିଯାଇପାରିବ।

କେବଳ ଏତିକି ନୁହେଁ ସଂଗଠନ ତରଫରୁ ୨୯ ଜୁନରେ ଜାରି କରାଯାଇଥିବା କରୋନାଭାଇରସର ଲାଟେଷ୍ଟ ଅପଡେଟରେ ମଧ୍ୟ କୁହାଯାଇଛି ଯେ ପବନ ଦ୍ୱାରା ଭାଇରସ୍‌ ବ୍ୟାପିବା ଜନ୍ମ କରୁଥିବା ମେଡିକାଲ ପ୍ରୋସେସର କିମ୍ବା ୫ ମାଇକ୍ରୋନ୍ସ ଠାରୁ ମଧ୍ୟ ଛୋଟ ଡ୍ରପଲେଟସ୍‌ ଠାରୁ ହିଁ ସମ୍ଭବ ହୋଇପାରିବ।

ତେବେ WHOର ଇନଫେକସନ କଣ୍ଟ୍ରୋଲ ଟେକ୍ନିକାଲ ଲିଡ ଡାକ୍ତର କହିଛନ୍ତି ଯେ ଆମେ ଭାଇରସକୁ ବାୟୁ ଦ୍ୱାରା ବ୍ୟାପିବା ଆଶଙ୍କାକୁ ଖାରଜ କରୁନାହୁଁ କିନ୍ତୁ ଏହାକୁ ସମର୍ଥନ କରିବ ପାଇଁ ଆମ ପାଖରେ କୌଣସି ଠୋସ୍‌ ପ୍ରମାଣ ବି ମହଜୁଦ୍‌ ନାହିଁ।

Pritiparna

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

11 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

12 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

18 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

45 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago