ଭଗବାନ ବିଷ୍ଣୁଙ୍କର ପ୍ରମୁଖ ରୂପେ ୨୪ ଟି ଅବତାର ରହିଛି। ଏହି ୨୪ଟି ଅବତାର ମଧ୍ୟରେ ଗୋଟିଏ ଅବତାର ହେଉଛି ହୟଗ୍ରୀବ ଅବତାର। ସମ୍ଭବତଃ ଏହା ଭଗବାନ ବିଷ୍ଣୁଙ୍କର ୧୬ତମ ଅବତାର। ତେବେ ଆସନ୍ତୁ ଜାଣିବା ନାରାୟଣଙ୍କର ଏହି ଅବତାର ବିଷୟରେ କିଛି ରୋଚକ ତଥ୍ୟ।
ଅନ୍ୟ ଏକ ପ୍ରଚଳିତ କଥା ଅନୁଯାୟୀ ଥରେ ଭଗବାନ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କ ସୁନ୍ଦର ରୂପକୁ ଦେଖି ହସିବାକୁ ଲାଗିଥିଲେ। ଏନେଇ ଦେବୀ ଲକ୍ଷ୍ମୀଙ୍କୁ ଲାଗିଥିଲା ଭଗବାନ ତାଙ୍କର ମଜାକ୍ କରୁଛନ୍ତି। ଏଥିପାଇଁ ଦେବୀ ଲକ୍ଷ୍ମୀ କିଛି ଚିନ୍ତା ନକରି ଭଗବାଙ୍କୁ ଅଭିଶାପ ଦେବା ସହ କହିଥିଲେ, ଆପଣଙ୍କ ମୁହଁ ଶରୀର ଠାରୁ ଅଲଗା ହୋଇଯାଉ। ଏହାମଧ୍ୟ ଈଶ୍ୱରଙ୍କ ମାୟା ଥିଲା। ତା’ପରେ ବିଷ୍ଣୁ ଯୁଦ୍ଧରେ ଥକିଯିବା ପରେ ସେ ଧନୁକୁ ଭୂମିରେ ଉତ୍ସର୍ଗ କରି ଧରିତ୍ରୀରେ ରଖିଲେ ଏବଂ ତୀରର ମୁଣ୍ଡ ଉପରେ ମୁଣ୍ଡ ରଖି ଯୋଗ ନିଦ୍ରାରେ ଶୋଇଥିଲେ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…