ସ୍ପେଶାଲ

ପାଣି ଉପରେ ଡଙ୍ଗାରେ ଛିଡା ହୋଇ ବିବାହ ପାଇଁ ପ୍ରପୋଜ୍‌ କରୁଥିଲେ ବ୍ୟକ୍ତି, ହଁ ମାରିବା ପୂର୍ବରୁ ଘଟିଗଲା ଦୁର୍ଘଟଣା ! ଦେଖନ୍ତୁ ଭିଡିଓ

ପ୍ରେମ ମଣିଷକୁ କଣ କଣ କରାଇଦିଏ ତାହାର ନମୂନା ଆଜି ଆମେ ଆପଣଙ୍କୁ ଦେଖାଇବୁ। ପ୍ରେମରେ ମଣିଷଙ୍କୁ ଖୁସିରେ ରହୁଥିବା ଦେଖିଥିବେ, ନାଚୁଥିବା, ଗାଉଥିବା ଦେଖିଥିବେ କିନ୍ତୁ ମଣିଷକୁ ପ୍ରେମରେ ପାଣିରେ ବୁଡିଯିବାର ଦେଖିନଥିବେ। ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି ପ୍ରପୋଜ କରିବାକୁ ଏକ ଅଜବ ଆଇଡିଆ ବାହାର କରିଛନ୍ତି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିବା ପାଇଁ ବୋଟର ଆୟୋଜନ କରିଛନ୍ତି। କିନ୍ତୁ ଠିକ୍‌ ଏହି ସମୟରେ ଅଚାନକ ପାଣିରେ ପଡିଯାଉଛନ୍ତି। ସେ ଏକା ନୁହେଁ ତାଙ୍କ ପ୍ରେମିକା ମଧ୍ୟ ତଳେ ପଡିଯାଉଛନ୍ତି। ସବୁକିଛି ଏତେ ଜଲଦି ଜଲଦିରେ ହେଉଛି ଯେ କେହି କିଛି ବୁଝି ପାରୁନାହାଁନ୍ତି ଯେ ହେଲା କଣ ବୋଲି।

ବ୍ୟକ୍ତି ଗୋଟେ ବୋଟରେ ଅଛନ୍ତି ତାଙ୍କ ପ୍ରେମିକା ଆଉ ଗୋଟେ ବୋଟରେ ଛିଡା ହୋଇଛନ୍ତି। ବ୍ୟକ୍ତି ତାଙ୍କ ପାଖକୁ ଯାଇ ମୁଦି ପିନ୍ଧାଉଛନ୍ତି ଆଉ ଦୁହେଁ ଆଲିଙ୍ଗନ କରିବାକୁ ଆସିବା କ୍ଷଣି ହିଁ ଏହି ଅଘଟଣ ଘଟିଯାଉଛି। ତେବେ କୁହାଯାଉଛି ଯେ ପ୍ରେମିକା ଜଣଙ୍କ ହଁ ମାରିଦେଇଛନ୍ତି। ଏହି ଭିଡିଓକୁ ଥିଓ ନାମକ ଜଣେ ଟ୍ଵିଟର ୟୁଜର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

Pritiparna

Recent Posts

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

4 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

11 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

23 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

28 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

29 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago