ସ୍ପେଶାଲ

ଆମ ଭାରତୀୟ ମଧ୍ୟ କୋଉ ଚାଇନାବାଲାଙ୍କ ଠାରୁ କମ ନୁହେଁ, ଦେଖନ୍ତୁ ଦେଶୀ ଜୁଗାଡ଼ର କିଛି ଚିତ୍ର

ଦୁନିଆରେ ଏମିତି ମସ୍ତ ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣ କୌଣସି ବି କାମ ଦିଅନ୍ତୁ ସେମାନେ ସବୁ କାମକୁ ସିଧା ତରିକାରେ ନୁହେଁ ବରଂ ନିଜ ବୁଦ୍ଧି ବଳରେ କରିଥାନ୍ତି। ଯାହାକୁ ଆମେ ଯୁଗାଡ଼ ବୋଲି କହିଥାଉ। ସୋସିଆଲ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ ଲୋକଙ୍କର କାରୁକାର୍ଯ୍ୟ ଖୁବ ଭାଇରଲ ହୋଇଥାଏ। ଲୋକେ ବି ଏହି ସବୁକୁ ବହୁତ ପସନ୍ଦ କରିଥାନ୍ତି। ଲୋକମାନେ ଅନାବଶ୍ୟକ ଜିନିଷକୁ ନେଇ କଣ କଣ ସବୁ ଏକ୍ସପେରିମେଣ୍ଟ କରନ୍ତି ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ। ଆଉ ଆପଣ ଲୋକଙ୍କର ଏହି କଳାକୁ ଦେଖି କହିବେ ଆମେ ଭାରତୀୟ ମଧ୍ୟ ଚାଇନା ବାଲାଙ୍କ ଠାରୁ କମ ନୁହେଁ।

ଦେଖନ୍ତୁ ସୁଇଚ ବୋର୍ଡ

ଦେଖନ୍ତୁ ଲୋକଙ୍କର ଆଇଡ଼ିଆ କେତେ ଉପରେ

ଏ ଫଟୋକୁ ଦେଖନ୍ତୁ କେବେ ଆପଣଙ୍କ ମନରେ ଏମିତି ଆଇଡିଆ ଆସିଛି

ଜୁଗାଡ଼ର ମାଷ୍ଟର ଯିଏ ଏହାକୁ ବନାଇଛନ୍ତି

ମଶା ଘଉଡାଇବା ପାଇଁ ଜବରଦସ୍ତ ଟେକନିକ

Pritiparna

Recent Posts

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

26 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

3 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

4 hours ago