ଆମ ଭାରତୀୟ ମଧ୍ୟ କୋଉ ଚାଇନାବାଲାଙ୍କ ଠାରୁ କମ ନୁହେଁ, ଦେଖନ୍ତୁ ଦେଶୀ ଜୁଗାଡ଼ର କିଛି ଚିତ୍ର

ଦୁନିଆରେ ଏମିତି ମସ୍ତ ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣ କୌଣସି ବି କାମ ଦିଅନ୍ତୁ ସେମାନେ ସବୁ କାମକୁ ସିଧା ତରିକାରେ ନୁହେଁ ବରଂ ନିଜ ବୁଦ୍ଧି ବଳରେ କରିଥାନ୍ତି। ଯାହାକୁ ଆମେ ଯୁଗାଡ଼ ବୋଲି କହିଥାଉ। ସୋସିଆଲ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ ଲୋକଙ୍କର କାରୁକାର୍ଯ୍ୟ ଖୁବ ଭାଇରଲ ହୋଇଥାଏ। ଲୋକେ ବି ଏହି ସବୁକୁ ବହୁତ ପସନ୍ଦ କରିଥାନ୍ତି। ଲୋକମାନେ ଅନାବଶ୍ୟକ ଜିନିଷକୁ ନେଇ କଣ କଣ ସବୁ ଏକ୍ସପେରିମେଣ୍ଟ କରନ୍ତି ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ। ଆଉ ଆପଣ ଲୋକଙ୍କର ଏହି କଳାକୁ ଦେଖି କହିବେ ଆମେ ଭାରତୀୟ ମଧ୍ୟ ଚାଇନା ବାଲାଙ୍କ ଠାରୁ କମ ନୁହେଁ।

ଦେଖନ୍ତୁ ସୁଇଚ ବୋର୍ଡ

suichଦେଖନ୍ତୁ ଲୋକଙ୍କର ଆଇଡ଼ିଆ କେତେ ଉପରେ

carଏ ଫଟୋକୁ ଦେଖନ୍ତୁ କେବେ ଆପଣଙ୍କ ମନରେ ଏମିତି ଆଇଡିଆ ଆସିଛି

chairଜୁଗାଡ଼ର ମାଷ୍ଟର ଯିଏ ଏହାକୁ ବନାଇଛନ୍ତି

hawkinsମଶା ଘଉଡାଇବା ପାଇଁ ଜବରଦସ୍ତ ଟେକନିକ

ma