Categories: କ୍ରୀଡା

ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ସାଇନା ନେହୱାଲ

ଗୁରୁବାର ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ ଭଲ ପ୍ରଦର୍ଶନ ଜାରି ରଖି ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଗୁରୁବାର ଖେଳା ଯାଇଥିବା ଏକ ମ୍ୟାଚରେ ସାଇନା ଡେନମାର୍କର ଲାଇନ ହଜମାର୍କ କେଇଜର୍ସଫେଲ୍ଟଙ୍କୁ ସିଧା ସେଟରେ ହରାଇ ଦେଇଥିଲେ । ଖେଳର ତୃତୀୟ ଦିନରେ ସାଇନା ପ୍ରି -କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ଓ ଡେନମାର୍କର ଖେଳାଳିଙ୍କୁ ମାତ୍ର ୨୭ ମିନିଟରେ ୨୧-୧୦ ଓ ୨୧-୧୧ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ପାରିଛନ୍ତି ।

ଏହା ସହ ପଢନ୍ତୁ: ଦାବି ପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବାଂଲାଦେଶ କ୍ରିକେଟ୍‌ ଖେଳାଳିି, ଭାରତ ଗସ୍ତରେ ଆସିବେ

ଅନ୍ୟ ପକ୍ଷରେ  ଦିନର ୨ୟ ମୁକାବିଲାରେ ସାତଵିକ ସାଇରାଜ ଆଉ ଚିରାଗ ସେଟ୍ଟୀବି ନିଜ ନିଜ ମୁକାବିଲା ଜିତି କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଭାରତର ଏହି ଯୋଡି ପ୍ରି- କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଇଣ୍ଡୋନେସିଆର ମହମ୍ମଦ ଆହାସନ ଓ ହେନ୍ଦ୍ର ସେଟିଆବନଙ୍କୁ ହରାଇଥିଲେ । ଏହା ବ୍ୟତୀତ ବିଶ୍ୱ ଚମ୍ପିୟାନ ପିଭି ସିନ୍ଧୁବି ନିଜ ମୁକାବିଲା ଜିତି ଯାଇଛନ୍ତି । ପିଭି ସିନ୍ଧୁ ପ୍ରି – କ୍ୱାର୍ଟର ଫାଇନାଲ ରାଉଣ୍ଡରେ ସିଙ୍ଗାପୁରର ଖେଳାଳି ୟେଓ ଯିଆ ମୀନଙ୍କୁ ସହଜରେ ହରାଇ ଦେଇଥିଲେ । ସିନ୍ଧୁ ଏହି ମ୍ୟାଚରେ ୨୧-୧୦ ଓ ୨୧-୧୩ ରେ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

19 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

19 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

26 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

32 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

49 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

58 mins ago