ପୁଣି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କୁଚିଣ୍ଡାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍ମର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଛାତ୍ରୀ ଜଣକ ବସଷ୍ଟାଣ୍ଡରୁ କଲେଜକୁ ଯାଉଥିବା ବେଳେ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ ଖର୍ସେଲ କଲେଜରେ ଛାଡ଼ିଦେବାକୁ କହିଥିଲେ। ରାସ୍ତାରେ ଯାଉଥିବା ସମୟରେ ଆଲବମ୍ ପ୍ରଡ୍ୟୁସର ତଥା ହାଇସ୍କୁଲ ଶିକ୍ଷକ ପ୍ରମୋଦ ଖର୍ସେଲ କଲେଜ ଛାଡି ଦେବି କହି ବାଇକ୍ରେ ବସାଇ ନେଇଥିଲା। ପରେ କମଡେି ସୁଟିଙ୍ଗ ଦେଖାଇବା ବାହାନା କରି ଜଙ୍ଗଲକୁ ନେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ୧୬ ତାରିଖ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ କରି ଅଭିଯୁକ୍ତ ପ୍ରମୋଦ ଖର୍ସେଲକୁ ଗିରଫ କରାଯାଇଥିବା କୁଚିଣ୍ଡା ଏସଡିପିଓ ସୂଚନା ଦେଇଛନ୍ତି ।
ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…
ଭୁବନେଶ୍ଵର(କେନ୍ୟୁଜ୍): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…
ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…
ଗଞ୍ଜାମ(କେନ୍ୟୁଜ୍): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…
ଭୁବନେଶ୍ୱର(କେନ୍ୟୁଜ୍): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…
ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…