ରାଜ୍ୟ

କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ ଟିକାର ଦାମ୍‌, ଜାଣନ୍ତୁ ଡୋଜ୍ ପିଛା କେତେ ଦେବେ ଆପଣ

କେନ୍ୟୁଜ୍(ବ୍ୟୁରୋ):  କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ ଟିକାର ଦାମ୍‌ । ଦର ଧାର୍ଯ୍ୟ କରିଛି ଭାରତ ବାୟୋଟେକ୍‌ । ରାଜ୍ୟ ସରକାରମାନେ ଡୋଜ୍‌ ପ୍ରତି ୬୦୦ ଟଙ୍କା ଓ ଘରୋଇ ହସ୍ପିଟାଲଗୁଡ଼ିକ ୧୨ଶହ ଟଙ୍କାରେ କିଣିବେ କୋଭାକ୍ସିନ । ସେହିପରି ବାହାରକୁ ରପ୍ତାନୀ କଲେ ଡୋଜ୍‌ ପ୍ରତି ୧୫ରୁ ୨୦ ଡରାଲ୍‌ ଧାର୍ଯ୍ୟ କରିଛି କମ୍ପାନୀ । ଏନେଇ ଭାରତ ବାୟୋଟେକ୍‌ ଟ୍ଵିଟ୍‌ କରି ସୂଚନା ଦେଇଛି ।

ପୂର୍ବରୁ କୋଭିସିଲ୍ଡ ଟିକାର ଦାମ ଧାର୍ଯ୍ୟ କରିଥିଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌ । ରାଜ୍ୟ ସରକାରଗୁଡ଼ିକ ଡୋଜ ପ୍ରତି ୪ଶହ ଟଙ୍କା ଓ ଘରୋଇ ହସ୍‌ପିଟାଲଗୁଡ଼ିକ ୬ଶହ ଟଙ୍କାରେ କିଣିବେ କୋଭିସିଲ୍‌ଡ । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଟିକା ନିର୍ମାତାଙ୍କଠାରୁ ଟିକା କିଣିବା ପରେ ରାଜ୍ୟଗୁଡିକୁ ବଣ୍ଟନ କରୁଥିଲେ। ଏବେ ୫୦ପ୍ରତିଶତ ଟିକା କେନ୍ଦ୍ର ସରକାର କିଣି ରାଜ୍ୟଗୁଡିକୁ ବାଣ୍ଟିବେ। ଆଉ ବାକି ୫୦ପ୍ରତିଶତ ଟିକା ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା କିଣିବେ ।

KNews Bureau

Recent Posts

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର, ବାହାଘର ପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ପକ୍ଷ

ସୁବର୍ଣ୍ଣପୁର(କେନ୍ୟୁଜ): ଆସନ୍ତା କାଲି ଶୀତଳ ଷଷ୍ଠୀ ଯାତ୍ରା । ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ…

12 mins ago

ଅଭିନେତ୍ରୀ ହେବାକୁ ଏହି ସର୍ତ୍ତ ରଖିଥିଲେ ସାନିଆ, କପିଲ ଶୋରେ କଲେ ଖୁଲାସା

ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି…

22 mins ago

ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଗିରଫ, ଗୋଆରୁ ଧରିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇର ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ମୁମ୍ବାଇ…

24 mins ago

ଶପଥ ଗ୍ରହଣ ପରେ ବିଜେପି କେଉଁ ମନ୍ତ୍ରଣାଳୟ ରଖିବ, ସହଯୋଗୀଙ୍କୁ ମିଳିବ କ’ଣ ?

ଆଜି ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ତାଙ୍କ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ,…

58 mins ago

ନିଖୋଜ ବାପାକୁ ଖୋଜି ଖୋଜି ନୟାନ୍ତ ପୁଅ

କାକଟପୁର(କେନ୍ୟୁଜ): ମଣିଷ ଏକ ସାମାଜିକ ପ୍ରାଣୀ ,ସାମାଜିକ ଚଳଣି ମଧ୍ୟରେ ବାପ ,ମା ,ପୁଅ ,ସ୍ତ୍ରୀ ,ସ୍ବାମୀ ,ଭାଇ ,ଭଉଣୀ…

58 mins ago

ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ତାରିଖ, ୧୦ ନୁହେଁ ୧୨ରେ ହେବ ସମାରୋହ

ଭୁବନେଶ୍ୱର (କେନ୍ୟୁଜ): ଜୁନ୍ ୧୦ ନୁହେଁ ୧୨ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ । ବୁଧବାର ଭୁବନେଶ୍ବର…

1 hour ago