କେନ୍ଦ୍ରାପଡା: କେନ୍ଦ୍ରାପଡା ସହର ଉପଖଣ୍ଡ ଅଂଚଳରେ କୁମ୍ଭୀର ଆତଙ୍କ। ଗୋବରୀ ନଦୀରେ ଚାରି ପାଂଚ ଦିନ ହେଲା କୁମ୍ଭୀର ବୁଲୁଛନ୍ତି। କୁମ୍ଭୀରମାନଙ୍କୁ ଦେଖି ଭୟଭୀତ ହୋଇ ପଡିଛନ୍ତି ଗୋବରୀ କୁଳିଆ ଗାଁର ଲୋକେ। କୁମ୍ଭୀର ଭୟରେ ଲୋକମାନେ ଆଉ ନଦୀକୁ ଯାଉ ନାହାନ୍ତି । ବିଶେଷ କରି କାନପୁରା, ଫୋରଡ, କଳାମାଟିଆ, ଏଣ୍ଡର ଆଦି ଗାଁର ଲୋକମାନେ ଚାଷକାଯ୍ୟର୍ ମଧ୍ୟ ଠିକ ଭାବେ କରି ପାରୁନାହାନ୍ତି ।
ଏନ୍ଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…
ମହାରାଷ୍ଟ୍ରର ଠାଣେ ସହରର ଜଣେ ୯୦ ବର୍ଷିୟ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ତାଙ୍କ ଝିଅ, ଜ୍ୱାଇଁ ଏବଂ ଦୁଇ ନାତିଙ୍କ…
ଛୋଟ ପରଦାର ରୁବିନା ଦିଲୈକ୍ ଏକ ଖୁବ ଲୋକପ୍ରିୟ ଚେହେରା । ମା' ହେବା ପରେ ମଧ୍ୟ ସେ ନିଜ…
ଫିଲ୍ମ ‘ହମାରେ ବାରହ’ ଜୁନ୍ ୭ ଅର୍ଥାତ ଆଜି ସିନେମା ହଲ୍ରେ ରିଲଜ୍ ହେବାରଥିଲା । କିନ୍ତୁ ଏହାକୁ ନେଇ…
ନୂଆଦିଲ୍ଲୀ: ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।…
ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଡାଇବେଟିସଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ରୋଗ ପର୍ଯ୍ୟନ୍ତ, ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର…