Below header

କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ, ଗୋବରୀ ନଦୀରେ ପାଞ୍ଚଦିନ ହେବ ବୁଲୁଛନ୍ତି କୁମ୍ଭୀର ଭୟରେ ସ୍ଥାନୀୟ ଲୋକେ

କେନ୍ଦ୍ରାପଡା: କେନ୍ଦ୍ରାପଡା ସହର ଉପଖଣ୍ଡ ଅଂଚଳରେ କୁମ୍ଭୀର ଆତଙ୍କ। ଗୋବରୀ ନଦୀରେ ଚାରି ପାଂଚ ଦିନ ହେଲା କୁମ୍ଭୀର ବୁଲୁଛନ୍ତି। କୁମ୍ଭୀରମାନଙ୍କୁ ଦେଖି ଭୟଭୀତ ହୋଇ ପଡିଛନ୍ତି ଗୋବରୀ କୁଳିଆ ଗାଁର ଲୋକେ। କୁମ୍ଭୀର ଭୟରେ ଲୋକମାନେ ଆଉ ନଦୀକୁ ଯାଉ ନାହାନ୍ତି । ବିଶେଷ କରି କାନପୁରା, ଫୋରଡ, କଳାମାଟିଆ, ଏଣ୍ଡର ଆଦି ଗାଁର ଲୋକମାନେ ଚାଷକାଯ୍ୟର୍ ମଧ୍ୟ ଠିକ ଭାବେ କରି ପାରୁନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.