ପାଟିକୁ ଆଁ କରି ରହିଛି ୨୦ ଫୁଟ ଲମ୍ବର କୁମ୍ଭୀର, ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି
୨୦ ଫୁଟ ଲମ୍ବର କୁମ୍ଭୀର ଏବେ ଲୋକଙ୍କୁ ଘାଇଲା କଲାଣି । ଯାହାକୁ ଦେଖୁଛି ତାକୁ ଗୋଡ଼ଉଛି । ପାଟି କୁ ଆଁ କରି ରହିଛି । ଯେମିତି ଶିକାର ଆଶାରେ ରହିଛି । ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି । ଦେଖିଲେ ଭୟଭୀତ ହୋଇ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା । ହଁ ଆଜ୍ଞା, ଏ ଦୃଶ୍ୟକୁ…