Below header

ଖରସ୍ରୋତା ଓ କାଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ ପରେ କୁମ୍ଭୀର ଆତଙ୍କ, ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି

ଆଳି ବ୍ଳକର ଧୋୟା ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଥିବାରୁ ବନ୍ୟାଜଳରେ ଭାସୁଛି କୁମ୍ଭୀର। ଏଥିପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ନଦୀକୁ ଲାଗିରହିଥିବା ବିଲକୁ ମଧ୍ୟ ଯିବାକୁ ଚାଷୀ ଭୟ କରୁଛନ୍ତି।

ଆଳି(କେନ୍ୟୁଜ୍):  ବନ୍ୟାଜଳରେ କୁମ୍ଭୀର ଆତଙ୍କ। ଆଳି ଖରସ୍ରୋତା ଓ କାଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ ପରେ କୁମ୍ଭୀର ଆତଙ୍କ। ଆଳି ବ୍ଳକର ଧୋୟା ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଥିବାରୁ ବନ୍ୟାଜଳରେ ଭାସୁଛି କୁମ୍ଭୀର। ଏଥିପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ନଦୀକୁ ଲାଗିରହିଥିବା ବିଲକୁ ମଧ୍ୟ ଯିବାକୁ ଚାଷୀ ଭୟ କରୁଛନ୍ତି।

ବର୍ତ୍ତମାନ କୁମ୍ଭୀର ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଜାରି ହୋଇଥିବାରୁ କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି। ଆଉ ଏହି ସମୟରେ ନଦୀ ଅବବାହିକାକୁ ଆସି ନଦୀକୁ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରିଥାନ୍ତି। ନଦୀରେ କୁମ୍ଭୀରକୁ ଦେଖି ଧୋୟା ଅଞ୍ଚଳ ର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.