କରଞ୍ଜିଆ: ଟ୍ରକ-ବାଇକ୍‌ ମୁହାଁମୁହିଁ ଧକ୍କା, ୩ ବାଇକ ଆରୋହୀ ମୃତ

ଟ୍ରକ-ବାଇକ୍‌ ମୁହାଁମୁହିଁ ହେବା ଫଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ତିନି ଜଣଙ୍କ ଘର କାଠ କରଞ୍ଜିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହେଇଯାଇଛି ।

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ଥାନା ଏନ୍‌ଏଚ୍‌-୪୯ ଦରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବାଇକ୍‌ ମୁହାଁମୁହିଁ ହେବା ଫଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ତିନି ଜଣଙ୍କ ଘର କାଠ କରଞ୍ଜିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହେଇଯାଇଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.