ଚାନ୍ଦବାଲି(କେନ୍ୟୁଜ୍): ୧୦ ମାସ ହେଲା ମିଳୁନି ପୁଅ। ଖୋଜି ଖୋଜି ନୟାନ୍ତ ହେଲେଣି ବୃଦ୍ଧ ବାପା । ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ନିଶ୍ଚିନ୍ତପୁର ଗାଁର ପ୍ରଭାତ ନାୟକଙ୍କର ଏକମାତ୍ର ପୁଅ ପଦ୍ମଲୋଚନ ନାୟକ । ୨୦୨୨ ଜୁନ୍ ମାସରୁ ପଦ୍ମଲୋଚନ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ହେଲେ ସେବେଠୁ ପୁଅ ଯାଇଛି ଯେ ଯାଇଛି, ଆଉ ପତ୍ତା ମିଳୁନି।
ପୁଅ ନିଖୋଜ ନେଇ ପ୍ରଭାତ ନାୟକ ତିହିଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସ୍ପିଙ୍କୁ ମଧ୍ୟ ଅବଗତ କରାଇଥିଲେ। ହେଲେ ୧୦ ମାସ ବିତିଗଲା ପରେ ମଧ୍ୟ ପୁଅ ପଦ୍ମଲୋଚନକୁ ଖୋଜି ଖୋଜି ପାଉନାହାଁନ୍ତି। ବୃଦ୍ଧ କାଳରେ ଏକମାତ୍ର ସାହାର ପାଲଟଥିବା ପୁଅ ନିଖୋଜ ପରେ ନିରାଶ ହୋଇପଡିଛନ୍ତି ବାପା।
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…