ଅନୁଗୁଳ(କେନ୍ଯୁଜ୍): ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ଅନୁଗୁଳ ଜିଲ୍ଲାର ଯୁବଶିଳ୍ପୀ ସୁଶାନ୍ତ ଦାସ। ଟୋକିଓ ଅଲମ୍ପିକ୍ସ -୨୦୨୦ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇ ସେ ଏହି ରେକର୍ଡସର ଅଧିକାରୀ ହୋଇପାରିଛନ୍ତି।
ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଚିୟର ଇଣ୍ଡିଆ ସ୍ଲୋଗାନ୍ରେ ସାମିଲ ହେବାକୁ ସୁଶାନ୍ତ ଗତ ଜୁଲାଇ ୨୨ରେ ଦୀର୍ଘ ୩୪ ଘଣ୍ଟା ପରିଶ୍ରମ କରି ୨୫୪୩ ଖଣ୍ଡ ଦିଆସିଲି କାଠି ସହାୟତାରେ ଅଲମ୍ପିକ୍ସ ରିଙ୍ଗ୍ ପ୍ରସ୍ତୁତ କରିଥିଲେ। ଏହି ରିଙ୍ଗ୍ରେ ୫ଟି ମହାଦେଶକୁ ସ୍ଥାନିତ କରିବା ସହ ଭାରତ କିପରି ସର୍ବଶ୍ରେଷ୍ଠ ସ୍ଥାନ ବଜାୟ ରଖିବ ସେ ନେଅ ଶୁଭକାମନା ଜଣାଇଥିଲେ। ଏହି କଳାକୃତିକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ ପାଇଁ ସେପ୍ଟେମ୍ବର ୨ରେ ଆବେଦନ କରିଥିଲେ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…