Categories: ରାଜ୍ୟ

ରାସ୍ତା ଉପରେ ବୃଦ୍ଧା ଶାଶୁକୁ ଘୋଷାଡ଼ି ମାରିଲା ବୋହୁ, ସାମାନ୍ୟ ଖାଦ୍ୟକୁ ନେଇ ଘଟିଛି ଲୋମହର୍ଷକ ଘଟଣା

ଢେଙ୍କାନାଳ(କେନ୍ୟୁଜ୍): ରାସ୍ତା ଉପରେ ବୃଦ୍ଧା ଶାଶୁଙ୍କୁ ଘୋଷାଡ଼ି ମାରିଲା ବୋହୁ। ସାମାନ୍ୟ ଖାଦ୍ୟକୁ ନେଇ ଘଟିଛି ଏଭଳି ଅମାନବୀୟ ଲୋମହର୍ଷକ ଘଟଣା। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ମୁଣ୍ଡେଇଲୋ ଗ୍ରାମପଞ୍ଚାୟତର ଗେଲେହିକାଟେଣୀ ଗାଁରେ ଏହା ଲୋକଙ୍କୁ ହତବାକ୍‌ କରିଦେଇଛି। ପଡୋଶୀ ଘର ଦେଇଥିବା ତରକାରୀକୁ ଖାଇଦେବାରୁ ଶାଶୁଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ବୋହୁ ସବିତା ବିଶ୍ୱାଳ। ଆଉ ୮୨ବର୍ଷିୟ ଶାଶଙ୍କୁ ରାସ୍ତାରେ ଘୋଷାଡ଼ି ମାରିଥିଲେ। ବୃଦ୍ଧାଜଣକ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ବୋହୁ ଜଣକ ଆଦୌ ଶୁଣିନଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ମେଡିକାଲରେ ଭର୍ତ୍ତି କରିଛି। ବୋହୁ ସବିତା ବିଶ୍ୱାଳ ଫେରାର ହୋଇଯାଇଛନ୍ତି। ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

KNews Bureau

Recent Posts

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

5 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

18 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

21 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

44 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

57 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୭ବର୍ଷ । ଏହି ୭୭ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

59 mins ago