Air India

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ । ସେ ଏହି…

1 week ago

ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଗୋଟିଏ ରନୱେରେ ଦୁଇଟି ବିମାନ : ଭିଡିଓ ଭାଇରଲ

ଅଳ୍ପକେ ବର୍ତ୍ତିଲା ବଡ ବିମାନ ଦୁର୍ଘଟଣା । ବଞ୍ଚିଗଲେ ଅନେକ ଯାତ୍ରୀ । ନଚେତ କିଛି ସେକେଣ୍ଡରେ ଚାଲିଯାଇଥାନ୍ତା ଅନେକ ଜୀବନ । ଶନିବାର ସନ୍ଧ୍ୟାରେ ମୁମ୍ବାଇ…

2 weeks ago

ବିମାନ ଶୌଚାଳୟରେ ଟିସୁ ପେପର୍‌ରେ ଲେଖା ଥିଲା ‘ବୋମା’, ଯାତ୍ରୀ ଆତଙ୍କିତ

ଦିଲ୍ଲୀରୁ ଭଦୋଦରା ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଏହାକୁ ନେଇ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଛି । ଯେତେବେଳେ…

1 month ago

ଏୟାର ଇଣ୍ଡିଆ ଏକ୍ସପ୍ରେସର ବଡ ଆକ୍ସନ, ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଥିବା କର୍ମଚାରୀଙ୍କୁ ବରଖାସ୍ତ

ନୂଆଦିଲ୍ଲୀ : ୩୦ କ୍ରିଉ ମେମ୍ବର ଚାକିରିରୁ ବିଦା । ଆକ୍ସନ ମୁଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ କର୍ତ୍ତୃପକ୍ଷ ।  ଅସୁସ୍ଥତା ଦର୍ଶାଇ କ୍ୟାବିନ କ୍ରିଉ…

2 months ago

ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ପରସ୍ପର ସହିତ ଧକ୍କା, ଭାଙ୍ଗିଗଲା ବିମାନ ଡେଣା

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ପଶ୍ଚିମବଙ୍ଗ କୋଲକତା ଏୟାରପୋର୍ଟରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନର ଡେଣା ପରସ୍ପର ସହିତ ଧକ୍କା ହୋଇଛି । ଫଳରେ…

3 months ago

ଏୟାର ଇଣ୍ଡିଆ ବିମାନରେ ଅର୍ଡର କଲେ ନିରାମିଷ ଖାଦ୍ୟ, ବାହାରିଲା ଚିକେନ୍‌ ପିସ୍‌

ଏୟାର ଇଣ୍ଡିଆ ବିମାନରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । କାଲିକଟ୍‌ରୁ ମୁମ୍ବାଇ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି…

5 months ago

ଏୟାର ଇଣ୍ଡିଆ ବିମାନକୁ ବିଳମ୍ବରେ ଉଡାଣ ଭରିବା ପଡିଲା ମହଙ୍ଗା, ଏବେ ଯାତ୍ରୀଙ୍କୁ ଦେବ ୨ ଲକ୍ଷ କ୍ଷତିପୂରଣ

ଏୟାର ଇଣ୍ଡିଆକୁ ବିଳମ୍ବରେ ଉଡାଣ ଭରିବା ମହଙ୍ଗା ପଡିଛି । ଏବେ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ । ରାଷ୍ଟ୍ରୀୟ ଉପଭୋକ୍ତା…

6 months ago

ବଦଳିଲା ଏୟାର ଇଣ୍ଡିଆ କ୍ୟାବିନ୍‌ କ୍ରୁ ଏବଂ ଷ୍ଟାଫ୍‌ଙ୍କ ୟୁନିଫର୍ମ, ୬୦ ବର୍ଷ ପରେ ନୂଆ ଲୁକ୍‌ ଦେଲେ ମନୀଷ ମଲହୋତ୍ରା

ଟାଟା ଗ୍ରୁପ ସ୍ୱଚାଳିତ ଏୟାର ଇଣ୍ଡିଆର କ୍ୟାବିନ କ୍ରୁ ଏବଂ କକ୍‌ପିଟ କ୍ରୁଙ୍କ ନୂଆ ୟୁନିଫର୍ମ ଲୁକ୍‌ ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ନିଜର ପାଇଲଟ,…

6 months ago

ଏୟାର ଇଣ୍ଡିଆ ବିରୋଧରେ DGCAର ବଡ଼ କାର୍ଯ୍ୟାନୁଷ୍ଠାନ, ଲଗାଇଲା ୧୦ ଲକ୍ଷ ଟଙ୍କା ଜରିମାନା

ଏୟାର ଇଣ୍ଡିଆ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଏହା ଏୟାର ଇଣ୍ଡିଆ ଉପରେ ଲଗାଇଛି ୧୦ ଲକ୍ଷ ଟଙ୍କା ଜରିମାନା। ବେସାମରିକ ବିମାନ ଚଳାଚଳ…

8 months ago

ଏୟାର ଇଣ୍ଡିଆ ଯାତ୍ରୀଙ୍କ ଚିନ୍ତା ବଢ଼ିଲା, ଇସ୍ରାଏଲକୁ ସମସ୍ତ ଉଡ଼ାଣ ଅକ୍ଟୋବର ୧୪ ଯାଏ ବାତିଲ

ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରେ ବିଶ୍ୱରେ ନୂତନ ଯୁଦ୍ଧ ଆରମ୍ଭ ହୋଇଛି, ଯାହାର ପ୍ରଭାବ ଏବେ ଚାରିଆଡେ ଦେଖିବାକୁ ମିଳୁଛି। ବର୍ତ୍ତମାନର ସଙ୍କଟକୁ ଦୃଷ୍ଟିରେ ରଖି…

9 months ago

ମନିଷ୍‌ ମଲହୋତ୍ରା ଡିଜାଇନ୍‌ କରିବେ ଏୟାର ଇଣ୍ଡିଆ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ

ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆର ୧୦,୦୦୦ ଫ୍ଲାଇଟ୍ କ୍ରୁ, ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ସୁରକ୍ଷା କର୍ମୀଙ୍କ ୟୁନିଫର୍ମ ଡିଜାଇନ କରିବେ ପ୍ରସିଦ୍ଧ ସେଲିବ୍ରେଟି ଫ୍ୟାସନ୍…

9 months ago

Air India ଦେଉଛି ଶସ୍ତା ବିମାନ ଯାତ୍ରାର ମଉକା, ମାତ୍ର ଏତିକି ଟଙ୍କାରେ ବୁକ୍‌ ହୋଇଯିବ ଟିକେଟ୍‌

ଯଦି ଆପଣ ମଧ୍ୟ ବିମାନ ଯାତ୍ରା କରିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଆସିଛି। ସ୍ପାଇସ୍‌ଜେଟ୍‌ ପରେ ଏବେ ଟାଟା ଗ୍ରୁପ୍‌ର…

10 months ago