job vacancy

ନୂଆ ରୋଜଗାର ସୃଷ୍ଟି କରିବ ଖେଳନା କମ୍ପାନୀ ଲିଟିଲ୍ ଫିଙ୍ଗର, ଭିନ୍ନକ୍ଷମ ମହିଳା ହେବେ ଉପକୃତ

ଓଡ଼ିଆ ଯୁବ ଉଦ୍ୟୋଗପତି ଶିଳ୍ପ କ୍ଷେତ୍ରରେ ଆଣିଛନ୍ତି ନୂଆ ସୁଯୋଗ। ନୂଆ ଚାକିରି ସହିତ ଖେଳନା ତିଆରି କରିବାରେ ଦେଶରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଯୁବ…

4 months ago

CSIR ରେ ବମ୍ପର ଭର୍ତ୍ତି, ବ୍ୟାଚଲର ଡିଗ୍ରୀ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

କାଉନସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(CSIR) ଏବଂ ଇନଷ୍ଟିଚ୍ୟୁଟ ଅଫ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି(IGIB) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି ।…

7 months ago

ଦିଲ୍ଲୀ ପୋଲିସ-CAPF ରେ ସବ-ଇନ୍ସପେକ୍ଟର ହେବାର ସୁଯୋଗ, ଖାଲି ପଡ଼ିଛି ୧୮୦୦ ରୁ ଅଧିକ ପଦବୀ

SSC ତରଫରୁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରିୟ ସଶସ୍ତ୍ର ପୋଲିସ ଫୋର୍ସର ସବ-ଇନ୍ସପେକ୍ଟର ପଦବୀରେ ଭର୍ତ୍ତି ହେବା ପାଇଁ ଅନଲାଇନ ଆବେଦନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।…

11 months ago

ନବୋଦୟରେ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ ପ୍ରାର୍ଥୀ କରିପାରିବେ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । NVS ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ବମ୍ପର ଭର୍ତ୍ତି…

1 year ago

ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ୫୯୬ ପଦ; ଆଜି ହିଁ କରନ୍ତୁ ଆବେଦନ

ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆରେ ଜୁନିଅର ଏକ୍ସିକ୍ୟୁଟିଭ୍‌ର ୫୯୬ ପଦ ଖାଲି ପଡ଼ିଛି। ଏଥିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍…

2 years ago

NIT ରେ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ, ୫ ସେପ୍ଟେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (NIT) କୁରୁକ୍ଷେତ୍ର ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର…

2 years ago

SCIL ରେ ଖାଲିପଡିଛି ମ୍ୟାନେଜର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ନିଶ୍ଚିତ ଏହି ଖବର ଆପଣ ପଢନ୍ତୁ। ସିପିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ (SCIL) ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ…

2 years ago

ନିଯୁକ୍ତି ସୁଯୋଗ! ଭାରତ ତିବ୍ଦତ ସୀମା ପୋଲିସରେ ହେଡ୍‌ କନଷ୍ଟେବଳ ଓ ଏଏସ୍‌ଆଇ ପଦବୀ ଖାଲି, ଜାଣନ୍ତୁ ଯୋଗ୍ୟତା ଓ ଦରମା

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତ ତିବ୍ଦତ ସୀମା ପୋଲିସ (ଆଇଟିବିପି) ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ଆହ୍ଵାନ…

2 years ago

UGC ନେଟ୍‌ କ୍ୱାଲିଫାଇ କରିଥିବା ଆଶାୟୀଙ୍କ ପାଇଁ ଚାକିରି ସୁଯୋଗ, ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ଦରମା

ନେଟ୍‌ ପରୀକ୍ଷା ପାସ୍‌ କରି ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କୌଣସି ବି ବିଷୟରେ ମାଷ୍ଟର ଡିଗ୍ରୀରେ ଫାର୍ଷ୍ଟ ଡିଭିଜନ…

3 years ago

୧୩ ବର୍ଷ ପରେ ମହାକାଶଚାରୀଙ୍କ ପାଇଁ ନିଯୁକ୍ତି ଆହ୍ଵାନ କଲା ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି, ଦିବ୍ୟାଙ୍ଗଙ୍କୁ ବି ଦିଆଯିବ ମଉକା

ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି(ESA) ୧୩ ବର୍ଷ ପରେ ପ୍ରଥମ ଥର ମହାକାଶଚାରୀଙ୍କ ପାଇଁ ନିଯୁକ୍ତି ଆହ୍ଵାନ କରୁଛି। ଏହାର ପ୍ରମୁଖ କାରଣ ହେଉଛି, ୟୁରୋପର ପୁରୁଣା ମହାକାଶଚାରୀଙ୍କର…

3 years ago

+୨ ପାସ୍‌ ପିଲାଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଆସାମ ସରକାରଙ୍କ ଅଟଳ ଅମୃତ ଅଭିଯାନ ସୋସାଇଟିରେ ଅନେକ ପଦବୀ ଖାଲି ପଡ଼ିଛି। ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ୨୩ ସେପ୍ଟେମ୍ବର, ୨୦୨୦ ପୂର୍ବରୁ ଆବେଦନ…

4 years ago

UGVCL ରେ ନିଯୁକ୍ତି ସୁଯୋଗ, ଗ୍ରାଜୁଏଟ୍‌ ପ୍ରାର୍ଥୀ ସେପ୍ଟେମ୍ବର ୧୫ ପୂର୍ବରୁ କରିପାରିବେ ଆବେଦନ

ଚାକିରି ସନ୍ଧାନରେ ଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଗୁଜରାଟ ଓ୍ଵିଜ୍‌ କମ୍ପାନୀ ଲିମିଟେଡ୍‌ରେ ଖାଲି ପଡ଼ିଛି ଅନେକ ଅପରେଣ୍ଟିସ ପଦବୀ। ଇଚ୍ଛୁକ ପ୍ରାର୍ଥୀ ସେପ୍ଟେମ୍ବର ୧୫…

4 years ago