Browsing Tag

job vacancy

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କରେ ୩୦୯ ଟି ପଦବୀ ଖାଲି,ଜାଣନ୍ତୁ କିପରି କରିବେ ଆବେଦନ

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ୍(IPPB)ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଜୁନିୟର ଆସୋସିଏଟ୍ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୩୦୯ଟି ପଦବୀ ପୂରଣ କରାଯିବ । ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୧୦ ଟି ପଦବୀ ଏବଂ  ଜୁନିୟର ଆସୋସିଏଟ୍ ପାଇଁ ୧୯୯ଟି…

IBରେ ଜୁନିୟର ଇଣ୍ଟେଲିଜେନ୍ସ ଅଫିସର ପାଇଁ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଯଦି ଆପଣ ଚାକିରି ଅପେକ୍ଷାରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ରେ ଜୁନିଅର ଇଣ୍ଟେଲିଜେନ୍ସ ଅଫିସର ପଦବୀ ପାଇଁ ଘୋଷଣା କରାଯାଇଛି । ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।…

କୋଲ ଇଣ୍ଡିଆରେ ଭର୍ତ୍ତି ସୁଯୋଗ, ଏମାନେ ବିନା ଶୁଳ୍କରେ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । କୋଲ ଇଣ୍ଡିଆ ଲିମିଟେଡରେ ମ୍ୟାନେଜମେଣ୍ଟ ଟ୍ରେନିରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୫ ଜାନୁଆରୀ ୨୦୨୫ରୁ ୧୪ ଫେବୃଆରୀ ରହିଛି । ଏଥିପାଇଁ ଅଫିସିଆଲ ସାଇଟକୁ ଯାଇ ଅନଲାଇନ…

BDL ରେ ତୁରନ୍ତ କରନ୍ତୁ ଆବେଦନ, ଆଇଟିଆଇ କରିଥିବା ଜରୁରୀ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଦେଶରେ ବିଭିନ୍ନ ଯୁବପିଢିଙ୍କୁ ଭର୍ତ୍ତି ହେବାର ସୁବର୍ଣ୍ଣ ସୁଯୋଗ । ଭାରତ ଡାଏନାମିକ୍ସ ଲିମିଟେଡ ତରଫରୁ ୧୫୦ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହା କେବଳ ଚାକିରି ଅବସର ନୁହେଁ ବରଂ ଏକ ପ୍ରତିଷ୍ଠିତ ସଂଗଠନ ସହିତ ପ୍ରଶିକ୍ଷଣ…

SIDBI ରେ ଖାଲି ପଡିଛି ପଦବୀ, ମାସକୁ ଦରମା ୧ ଲକ୍ଷରୁ ଅଧିକ

ଚାକିରି ଖୋଜୁଛନ୍ତି କି ? ସ୍ମଲ ଇଣ୍ଡଷ୍ଟ୍ରୀଜ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ( SIDBI) ପକ୍ଷରୁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଗ୍ରେଡ ଏ ଏବଂ ଗ୍ରେଡ ବି ପଦବୀରେ ଆବେଦନ କରିପାରିବେ । ପଦବୀ ବିବରଣୀ : ୭୨ ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ ଏ) :…

ନୂଆ ରୋଜଗାର ସୃଷ୍ଟି କରିବ ଖେଳନା କମ୍ପାନୀ ଲିଟିଲ୍ ଫିଙ୍ଗର, ଭିନ୍ନକ୍ଷମ ମହିଳା ହେବେ ଉପକୃତ

ଓଡ଼ିଆ ଯୁବ ଉଦ୍ୟୋଗପତି ଶିଳ୍ପ କ୍ଷେତ୍ରରେ ଆଣିଛନ୍ତି ନୂଆ ସୁଯୋଗ। ନୂଆ ଚାକିରି ସହିତ ଖେଳନା ତିଆରି କରିବାରେ ଦେଶରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଯୁବ ଉଦ୍ୟୋଗପତି । ଚୀନ୍‌ ସାମଗ୍ରୀକୁ ଭୁଲି ଆମ ଭାରତରେ ଖେଳନା ପ୍ରସ୍ତୁତ କରିବା ପାଇଁ ତାଙ୍କ ଉଦ୍ୟମ ଜାରି ରହିଛି । ଓଡିଶାର…

CSIR ରେ ବମ୍ପର ଭର୍ତ୍ତି, ବ୍ୟାଚଲର ଡିଗ୍ରୀ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

କାଉନସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(CSIR) ଏବଂ ଇନଷ୍ଟିଚ୍ୟୁଟ ଅଫ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି(IGIB) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୪୦୦ ରୁଅଧିକ ପଦବୀ ଖାଲି ପଡିଛି । ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ।…

ଦିଲ୍ଲୀ ପୋଲିସ-CAPF ରେ ସବ-ଇନ୍ସପେକ୍ଟର ହେବାର ସୁଯୋଗ, ଖାଲି ପଡ଼ିଛି ୧୮୦୦ ରୁ ଅଧିକ ପଦବୀ

SSC ତରଫରୁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରିୟ ସଶସ୍ତ୍ର ପୋଲିସ ଫୋର୍ସର ସବ-ଇନ୍ସପେକ୍ଟର ପଦବୀରେ ଭର୍ତ୍ତି ହେବା ପାଇଁ ଅନଲାଇନ ଆବେଦନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ େଓ୍ଵବସାଇଟ ssc.nic.inରେ ଯାଇ ଏହି ପଦବୀ ଗୁଡ଼ିକ ପାଇଁ ଅନଲାଇନ ଆବେଦନ କରିପାରିବେ ।…

ନବୋଦୟରେ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ ପ୍ରାର୍ଥୀ କରିପାରିବେ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । NVS ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ବମ୍ପର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ କଣ୍ଟ୍ରାକ୍ଟ ଆଧାରରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌ navodaya.gov.in ଯାଇ ଆବେଦନ…

ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ୫୯୬ ପଦ; ଆଜି ହିଁ କରନ୍ତୁ ଆବେଦନ

ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆରେ ଜୁନିଅର ଏକ୍ସିକ୍ୟୁଟିଭ୍‌ର ୫୯୬ ପଦ ଖାଲି ପଡ଼ିଛି। ଏଥିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ aai.aeroକୁ ଯାଇ ଅନଲାଇନ ଆବେଦନ କରି ପାରିବେ। ଆବେଦନ ପ୍ରକ୍ରିୟା ୨୨ ଡିସେମ୍ବର ୨୦୨୨ରୁ ଆରମ୍ଭ…

NIT ରେ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ, ୫ ସେପ୍ଟେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (NIT) କୁରୁକ୍ଷେତ୍ର ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପଡିଛି। ଏଥିରେ ଭର୍ତ୍ତି ପାଇଁ ନୋଟିଫିକେସନ ମଧ୍ୟ ଜାରି ହୋଇସାରିଛି। ଜାରି…

SCIL ରେ ଖାଲିପଡିଛି ମ୍ୟାନେଜର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ନିଶ୍ଚିତ ଏହି ଖବର ଆପଣ ପଢନ୍ତୁ। ସିପିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ (SCIL) ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆବେଦନ ପତ୍ର ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏସସିଆଇଏଲ୍‌ର ଅଫିସିଆଲ େଓ୍ଵବସାଇଟ shipindia.com କୁ ଯାଇ ଆବେଦନ…