+୨ ପାସ୍‌ ପିଲାଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଆସାମ ସରକାରଙ୍କ ଅଟଳ ଅମୃତ ଅଭିଯାନ ସୋସାଇଟିରେ ଅନେକ ପଦବୀ ଖାଲି ପଡ଼ିଛି। ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ୨୩ ସେପ୍ଟେମ୍ବର, ୨୦୨୦ ପୂର୍ବରୁ ଆବେଦନ କରିପାରିବେ। ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଆପଣ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ପଦ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ…

ପଦ ବିବରଣୀ:

ଆରୋଗ୍ୟମିତ୍ର-୬୦ ପଦ
ପ୍ରଧାନମନ୍ତ୍ରୀ ଆରୋଗ୍ୟମିତ୍ର- ୩୬୯ ପଦ

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ-୧୦ ସେପ୍ଟେମ୍ବର,୨୦୨୦
ଆବେଦନ ଶେଷ-୨୩ ସେପ୍ଟେମ୍ବର,୨୦୨୦

ଶିକ୍ଷାଗତ ଯୋଗ୍ୟତା:

+୨ ବିଜ୍ଞାନ

ବୟସ ସୀମା:

ସର୍ବାଧିକ ୩୦ ବର୍ଷ

ଦରମା:

ମାସିକ ୨୦,୦୦୦ ଟଙ୍କା

ଚାକିରି ସ୍ଥାନ:

ଆସାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.