+୨ ପାସ୍ ପିଲାଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ
ଆସାମ ସରକାରଙ୍କ ଅଟଳ ଅମୃତ ଅଭିଯାନ ସୋସାଇଟିରେ ଅନେକ ପଦବୀ ଖାଲି ପଡ଼ିଛି। ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ୨୩ ସେପ୍ଟେମ୍ବର, ୨୦୨୦ ପୂର୍ବରୁ ଆବେଦନ କରିପାରିବେ। ଅଫିସିଆଲ ୱେବ୍ସାଇଟ୍କୁ ଯାଇ ଆପଣ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ପଦ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ...…