ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନର ଅନେକ ପଦବୀରେ ନିଯୁକ୍ତି ଜାରି। ସୂଚନା ମୁତାବକ ଏହି ନିଯୁକ୍ତି ନର୍ସ ମିଡ ଲେବଲ ହେଲ୍ଥକେୟାର ପ୍ରୋଭାଇଡର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆବେଦନ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୨୪ ଜୁନ୍ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୧ ଜୁଲାଇ ୨୦୨୦ (ସଂଧ୍ଯା ୫ ପର୍ଯ୍ଯନ୍ତ)।

jobsପଦବୀ ନାମ ଏବଂ ପଦ ସଂଖ୍ଯା:

ନର୍ସ ମିଡ୍ ଲେବଲ ହେଲ୍ଥକେୟାର ପ୍ରଦାତା(ଏମଏଲଏଚପି): ୧୩୫୬ ପଦ

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ସୀମା ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନ କର୍ଣ୍ଣାଟକ ଦ୍ବାରା ନିର୍ଦ୍ଦାରିତ କରାଯାଇଛି।

job applyଆବେଦନ ପ୍ରକ୍ରିୟା:

ଆବେଦନକାରୀ ଆସନ୍ତା ୨୪ ଜୁନ୍ ଠାରୁ ୨୧ ଜୁଲାଇ ପର୍ଯ୍ଯନ୍ତ NHM କର୍ଣ୍ଣାଟକର ଅଧିକାରିକ ୱେବସାଇଟ୍ Karnataka.gov.in ମାଧ୍ଯମରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ମାଧ୍ଯମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.