Below header
Browsing Tag

job vacancy

ଖାଲି ପଡ଼ିଛି ୩୮୦ଟି ମେଡିକାଲ ଅଫିସର ପଦବୀ, ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ତୁରନ୍ତ କରନ୍ତୁ ଆବେଦନ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଏଣୁ ସମସ୍ତେ ଡାକ୍ତରୀ ବିଜ୍ଞାନରେ କ୍ୟାରିୟର ଗଢ଼ିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଆପଣ ବି ଯଦି ମେଡିକାଲରେ କାମ କରିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କରୋନା ଆତଙ୍କ ମଧ୍ୟରେ ଝାଡ଼ଖଣ୍ଡ ପବ୍ଲିକ୍‌ ସର୍ଭିସ…

ରେଳ ବିଭାଗରେ ୧୦ମ ପାସ୍‌ କରିଥିବା ପିଲାଙ୍କ ପାଇଁ ବାହାରିଲା ୪ ହଜାର ପଦବୀ, ଦେବାକୁ ପଡ଼ିବନି କୌଣସି ପରୀକ୍ଷା

ସରକାରୀ ଚାକିରି ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏବେ ରେଳ ବିଭାଗ ଦଶମ ଶ୍ରେଣୀ ପାସ୍‌ କରିଥିବା ପିଲାଙ୍କ ପାଇଁ ଚାକିରି ଅଫର କରୁଛି। ସାଉଥ୍‌ ସେଣ୍ଟ୍ରାଲ ରେଲେଓ୍ଵ ୪୧୦୩ ଟି ପଦ ପାଇଁ ଆବେଦନ ଚାହୁଁଛି। ଆବେଦନର ଶେଷ ତାରିଖ ରହିଛି ଡିସେମ୍ବର ୮ ତାରିଖ। ଏହି ପଦ ପାଇଁ ଆର୍ଥିକ…

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ଚାକିରି କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ସୁଯୋଗ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ, ମଧ୍ୟପ୍ରଦେଶରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅଧିନରେ ପାଖାପାଖି ୭୬୦ ନର୍ସ ପଦବୀ ଖାଲି ରହିଛି। ଏହି ପଦବୀ ପାଇଁ ଆବେଦନ କରିବାକୁ…

କୃଷି ବିଜ୍ଞାନରେ ସ୍ନାତ୍ତକୋତ୍ତର କରିଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ବେରୋଜଗାର ସ୍ନାତ୍ତକୋତ୍ତର ଡିଗ୍ରୀଧାରୀ ଯୁବକଙ୍କ ପାଇଁ ଇଫକୋ ପକ୍ଷରୁ ସୁବର୍ଣ୍ଣ ସୁଯୋଗ। ସମଗ୍ର ଦେଶରେ ଥିବା ଇଫକୋ ଅଫିସ ପକ୍ଷରୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଏହାର ସମ୍ପର୍କୀତ ତଥ୍ୟ ହାସିଲ କରିପାରିବେ। ଏହି ନିଯୁକ୍ତି…

ଜିଏସ୍ଏସ୍ଏସବିରେ ବହୁ ପଦବୀ ଖାଲି, ଆପଣ ମଧ୍ୟ କରିପାରନ୍ତି ଆବେଦନ. .

ବେରୋଜଗାର ବ୍ୟକ୍ତି ସବୁବେଳେ ରୋଜଗାର ପାଇଁ ପନ୍ଥା ଖୋଜୁଥାଏ। ଯଦି ଆପଣମାନେ ଏବେ ସରକାରୀ ଚାକିରି ସନ୍ଧାନରେ ରହିଛନ୍ତି, ତେବେ ଏହି ସବୁ ପଦବୀରେ ଆବେଦନ କରିପାରିବେ। ଗୁଜରାଟ ଅଧିନସ୍ଥ ସେବା ଚୟନ ବୋର୍ଡ ପକ୍ଷରୁ ୪୦୮ଟି ଅତିରିକ୍ତ ସହାୟକ ଯନ୍ତ୍ରୀ , ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଅନ୍ୟ ପଦବୀ…