nirbhaya

ଫାଶୀ ପରେ ନିର୍ଭୟାଙ୍କ ପୈତୃକ ଗାଁରେ ଖେଳିଲା ଖୁସିର ମାହୋଲ, ମିଠା ଖୁଆଇ କଲେ ସେଲିବ୍ରେସନ

ବିଳମ୍ବିତ ରାତିରେ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଜଣ ଦୋଷୀ ଅକ୍ଷୟ, ମୁକେଶ, ବିନୟ ଓ…

4 years ago

ସକାଳର ସୂର୍ଯ୍ୟଦ୍ବୟ ଦେଖିପାରିବେ ନାହିଁ ନିର୍ଭୟା ପିଶାଚ, ଭୋର ୫.୩୦ରେ ଝୁଲିବେ ଫାଶୀ ଖୁଣ୍ଟରେ

କେନ୍ୟୁଜ୍(ବ୍ୟୁରୋ): ଶେଷରେ ନିର୍ଭୟାକୁ ମିଳିବ ନ୍ୟାୟ। ଆସନ୍ତାକାଲି ତିହାର ଜେଲରେ ଝୁଲିବେ ୪ ଦୋଷୀ । ସକାଳ ସାଢେ ୫ଟାରେ ଅକ୍ଷୟ ଠାକୁର, ପଓ୍ଵନ ଗୁପ୍ତା, ବିନୟ…

4 years ago

ନିର୍ଭୟା ଦୋଷୀଙ୍କ ଓକିଲର ଦଲିଲ ଦେଖି କ୍ଷୁବ୍ଧ ହେଲେ କୋର୍ଟ, ଜେଲ ଭିତରର କଥା ମୁକେଶର ଭାଇ କେମିତି ଜାଣିଲେ ବୋଲି କଲେ ପ୍ରଶ୍ନ

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ପିଟିସନ୍‌ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି ଅବସରରେ ତାଙ୍କ ଓକିଲ ମନୋହରଲାଲ ଶର୍ମା ଦଲିଲ ଦାଖଲ କରିଥିଲେ ଯେ…

4 years ago

ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ, ଗଳାବାଟ ଖୋଜି ଚାଲିଛନ୍ତି ନିର୍ଭୟା ପିଶାଚ

ଦିଲ୍ଲୀ: ପୁଣି ଘୁଞ୍ଚିବ କି ଫାଶୀ ତାରିଖ ? ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ। ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଓ ରାଜକ୍ଷମା…

4 years ago

ମୁହଁ ଖୋଲିଲେ ନିର୍ଭୟା ମାମଲାର ତଦନ୍ତରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା IPS, କହିଲେ …

ନିର୍ଭୟା କେସ୍‌ର ଦୋଷୀଙ୍କ ଫାଶୀ ବାରମ୍ବାର ଘୁଞ୍ଚୁଛି। ବାରମ୍ବାର ଡେଥ୍‌ ଓ୍ଵାରେଣ୍ଟ ଜାରି ହେଉଥିଲେ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲୁନାହାନ୍ତି ୪ ନର ରାକ୍ଷସ। ତେବେ ଝିଅର…

4 years ago

ଜାଣନ୍ତୁ କିଏ ଏହି ଏପି ସିଂହ, ଯିଏ ନିର୍ଭୟା ଦୋଷୀଙ୍କ ଫାଶୀକୁ ବାରମ୍ବାର ଘୁଞ୍ଚାଇବାରେ ହେଉଛନ୍ତି ସଫଳ

ଗଡ଼ି ଚାଲିଛି ନିର୍ଭୟା ଦୋଷୀଙ୍କ ଫାଶୀର ଦିନ । ଫାଶୀର ଦିନ ଧାର୍ଯ୍ୟ କରୁଛନ୍ତି କୋର୍ଟ । ହେଲେ ତାକୁ ବଦଳାଇ ଦିଆଯାଉଛି । ଗୋଟିଏ ପରେ…

4 years ago

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ବି ସୋମବାର ଜାରି ହୋଇପାରିବ ନାହିଁ ଡେଥ୍‌ ଓ୍ଵାରେଣ୍ଟ, ଜାଣନ୍ତୁ ନିର୍ଭୟା ଦୋଷୀଙ୍କ ରକ୍ଷା କବଚ ସାଜିଛି କିଏ?

ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚିଯାଉଛି। ଟ୍ରାଏଲ କୋର୍ଟ ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିପାରିବେ ବୋଲି…

4 years ago

ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କଲେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ, ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ

କେନ୍ୟୁଜ୍(ବ୍ୟୁରୋ):  ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କଲେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ । ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ…

4 years ago

ନିର୍ଭୟା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ପୁଣି ହେବ ଶୁଣାଣି, କୋର୍ଟ ଗଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

କେନ୍ୟୁଜ୍(ବ୍ୟୁରୋ): ନିର୍ଭୟା ମାମଲାରେ ଆସନ୍ତାକାଲି ପୁଣି ହେବ ଶୁଣାଣି । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା…

4 years ago

ନିର୍ଭୟା ପିଶାଚଙ୍କ ଫାଶୀ ତାରିଖ ଟଳିବା ନେଇ କିନ୍ନର ସମାଜର ଅଭିନବ ପ୍ରତିବାଦ, ଶିବ ମନ୍ଦିରରେ କଲେ ତାଣ୍ଡବ ନୃତ୍ୟ

ଉତ୍ତରପ୍ରଦେଶ: ନିର୍ଭୟା କାଣ୍ଡର ଦୋଷୀମାନଙ୍କ ଫାଶୀର ତାରିଖ ଘୁଞ୍ଚିବା ନେଇ ଗର୍ଜିଲେ ବଲିଆର କିନ୍ନର ସମାଜ। ଏହି ଫାଶୀ ତାରିଖ ଘୁଞ୍ଚିବା କଥା ଶୁଣି ଏହାକୁ ନାପସନ୍ଦ…

4 years ago

ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ

କେନ୍ୟୁଜ୍(ବ୍ୟୁରୋ): ତାରିଖ ପରେ ତାରିଖ । ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୁକେଶ କୁମାର, ବିନୟ ଶର୍ମା, ଅକ୍ଷୟ ସିଂ…

4 years ago

ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ହେବ ନା ଘୁଞ୍ଚିବ?, କିଛି ସମୟ ପରେ ଆସିବ ରାୟ

କେନ୍ୟୁଜ୍(ବ୍ୟୁରୋ):   ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ହେବ ନା ଘୁଞ୍ଚିବ । ଆଉ କିଛି ସମୟ ପରେ ଆସିବ ରାୟ । ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ…

4 years ago